ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକଙ୍କ ପରଲୋକ।

3

ପଦ୍ମପୁର :- ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ କର୍ମଚାରୀ ଦାମୋଦର ପଣ୍ଡା ଙ୍କ ପରଲୋକ ହୋଇଯାଇଛି। ସେ ପୂର୍ବରୁ ମୃତ୍ତିକା ସଂରକ୍ଷଣ ବିଭାଗ ଓ ପରେ ଜଳବିଭାଜିକା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ତାଙ୍କ ପଛରେ ପତ୍ନୀ ଶୈବାଲିନି, ପୁଅ ବିକାଶ, ଆକାଶ, ୨ ବୋହୂ, ଝିଅ ଜୋଇଁ ଓ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି।

Leave A Reply

Your email address will not be published.