ଭାରତ ଲିଡର ସିପ୍ ପୁରସ୍କାର

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡିର ସଂପାଦିକା ତନୁଜା ଶତପଥୀ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ନାରୀ ସଶକ୍ତି କରଣ , ନାରୀ ଜାଗରଣ ଓ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହୋଇ ମାନପତ୍ର , ଉପଢୌକନ ,  ମୋମେଣ୍ଟୋ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.