ମୁମ୍ବାଇ:ଭାରତୀୟ ସିନେମା ଜଗତର ବହୁମୁଖୀ ଅଭିନେତା ତଥା ମଂଚ ନିର୍ଦେଶକ ଟମ ଅଲଟର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚର୍ମ କର୍କଟରେ ଆକ୍ରାନ୍ତ ଥିବା ଟମ ଅଲଟରଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରେ ମୁମ୍ବାଇର ସାଇଫି ହସପିଟାଲରେ ଚିକିତ୍ସାପାଇଁ ଭର୍ତ୍ତ କରାଯାଇଥିଲା। ତାଙ୍କର କର୍କଟ ଷ୍ଟେଜ-୪ରେ ପହଞ୍ଚିଯାଇଥିବା ଜଣା ପଡିଥିଲା। ଗୁରୁବାରରେ ତାଙ୍କୁ ହସପିଟାଲରୁ ଘରକୁ ନିଆଯାଇଥିଲା । ଶୁକ୍ରବାର ରାତିରେ ତାଙ୍କର ପରଲୋକ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.