ଜ୍ୟୋତି ପ୍ରକାଶଙ୍କ ମାନଭଞ୍ଜନ : ହେଲେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି

2

ଅଶ୍ବିନୀ ପାତ୍ର ହେଲେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ଗତକାଲି ବିଜେଡିରୁ ଇସ୍ତଫା ଦେଇ ଭିଡିଓ ଜାରି କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଦଳ ତାଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କୁ ଦେଇଛି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ | ବର୍ତ୍ତମାନ ଜିଲ୍ଲା ସଭାପତି ଥିବା ଅଶ୍ବିନୀ ପାତ୍ର ହେଲେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ |

Leave A Reply

Your email address will not be published.