ମୟୁରଭଞ୍ଜ ଜିଲ୍ଲା ବିଜେପି ଜେଲ ଯିବା ଥୟ, କଟକରୁ ଗିରଫ କଲା ଭୁବନେଶ୍ୱର ପୋଲିସ 

0

 

ମୟୂରଭଞ୍ଜ: ମାତ୍ର ସପ୍ତାହକ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ଲଗାତାର ଦ୍ଵିତୀୟ ଝଟକା!  ତିନିଦିନ ତଳେ ବିପୁଳ ବିସ୍ଫୋରକ ସାମଗ୍ରୀ ସହ କଣ୍ଟାବାଂଜ଼ୀ ବ୍ଲକ ସଭାପତ ଗିର ଫହୋଇଥିଲା କୋଟିଏ ଟଙ୍କାର ଜମି ଜାଲିଆତି ମାମଲାରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓରଫ ବାବୁ ମହାପାତ୍ର ଗିରଫ, କୃଷ୍ଣଚନ୍ଦ୍ରଙ୍କୁ କଟକ ଚହଟାଘାଟରୁ ଗିରଫ କଲା କମିସନରେଟ ପୋଲିସ ! ଅବଶ୍ୟ ବାବୁ ମହାପାତ୍ରଙ୍କ ପାଇଁ ଜେଲ ଯିବା ନୂଆ ନୁହେ,ପ୍ରର୍ବରୁ ସେ ଜେଲ ଯାଇ ଫେରିଛନ୍ତି ! 

 

Leave A Reply

Your email address will not be published.