ଭୁବନେଶ୍ୱର: ଗୁରୁବାର ଦିନ ଅପରାହ୍ନ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ବର୍ଗର ଶିକ୍ଷକ କର୍ମକର୍ତ୍ତାମାନଙ୍କ ସହ ତାଙ୍କର ବିଭିନ୍ନ ଦାବିଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାା ଉକ୍ତ ଦାବିଗୁଡ଼ିକ ବର୍ତ୍ତମାନ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିରେ ବିଚାରାଧିନ ଥିବା କଥା ପ୍ରକାଶ କରାଯାଇଥିଲାା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତି ପରେ ଦାବିଗୁଡ଼ିକ ଉପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମତପ୍ରକାଶ କରାଯାଇଥିଲାା
Sign in
Sign in
Recover your password.
A password will be e-mailed to you.