ଗାଇସିଲାଟ/ମନ ଡନସନା- ଆନ୍ତର୍ଜାତୀୟ ମାଣ୍ଡିଆ ଦିବସ ପାଳନ ସମାରୋହ ଅବସରରେ ଦେବଦତ୍ତ କ୍ଲବ ଦ୍ଵାରା କୋଦୋ ଚାଷ କରି ଭୁବନେଶ୍ୱର ଜନତା ମଇଦାନ ରେ ବରଗଡ ଜ଼ିଲ୍ଲା, ଗାଇସିଲେଟ ବ୍ଲକ, ସାନସାଜବହାଲ ର ଚିଦାନନ୍ଦ ପଧାନ କ୍ଷୁଦ୍ର ଦାନା ଶସ୍ଯ ଚାଷ କରି ରାଜ୍ୟ ରେ ଦ୍ୱତୀୟ ପୁରସ୍କାର ପାଇଛନ୍ତି। ସେ ବରଗଡ଼ ଜିଲ୍ଲା ତଥା ଗାଇସିଲାଟ ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.