କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ନିଜର ସ୍ତ୍ରୀର ବେକକାଟି ହତ୍ୟାକଲା ପରେ ନିଜେ ଛୁରିରେ ବେକକାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଧ୍ୟାର ହୋଇ ୧୦୮ ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଶଙ୍କରଡା ପଞ୍ଚାୟତଅନ୍ତର୍ଗତ ଖଡିକାଯଡି ଗ୍ରାମରେ।୩ବର୍ଷ ପୂର୍ବେ ତୟାପୁଟ ଗ୍ରାମର ସମ୍ବଡ ମାଝୀ ଖଡିକାଯୋଡି ଗ୍ରାମର ସୁନିତା ମାଝୀଙ୍କୁ ବିବାହ କରିଥିଲେ ତାଙ୍କର ୨ବର୍ଷ ଏକ ଝିଅ ରହିଅଛି ।ଆଜି ଅପରାହ୍ନରେ କୈଣଷି କାରଣରୁ ଝୋଗଡା ହୋଇ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସୁନିତାଙ୍କୁ ଧାରୁଆ ଛୁରିରେ ବେକ କାଟି ହତ୍ୟା କରିବା ପରେ ନିଜ ଗାଁ ତୟାପୁଟ କୁ ଆସି ମାନସିକ ଭାରସାମ୍ଯ ହୋରାଇ ନିଜି ବେକ କାଟି ଆତ୍ମହତ୍ୟ ଉଦ୍ବାମ କରି ଛଟପଟ ହେଉଥିବା ସମୟରେ ସ୍ଥାନିୟ ଲୋକ ଉଧାରକରି ୧୦୮ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି।ଏପଟ ପରିବାର ଲୋକ ଟିକିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
“ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ମିଛରେ କୋର୍ଟ ମନିଟର୍ଡ କହି ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର”
Next Post