ବାଲେଶ୍ଵର ଖଇରା ବୁଲୁ ଲେଙ୍କା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ମହତୀପୁର ଉଚ୍ଚ ବିଦ୍ୟାଳୟ ୬୦୦ରୁ ୫୮୯ ସର୍ବାଧିକ ନମ୍ବର ରଖି । ଖଇରା ବ୍ଲକ ରେ ଟପ୍ପର ହୋଇ ଥିବା ବର୍ଷା ରାଣୀ ମହାପାତ୍ର ଚର୍ଚ୍ଚା ର ବିଷୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଭଦ୍ରକ ଲୋକ ସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ବର୍ଷା ରାଣୀ ମହାପାତ୍ର ଙ୍କ ଭାସ ଭବନ ରେ ପହଞ୍ଚି ଉତ୍ତରୀୟ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଯୁବ ସଭାପତି ନିରଞ୍ଜନ ପରିଡା , ଖଇରା କଂଗ୍ରେସ ର ଯୁବ ଉପସଭାପତି ମଦନମୋହନ ମହାପାତ୍ର
ରାମଚନ୍ଦ୍ର ଉଚ୍ଚ ବିଦ୍ୟାପିଠ ଗରସଙ୍ଗ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରସାଦ ବାରିକ୍
ଅନ୍ତରା ପଞ୍ଚାୟତ ପୂର୍ବତନ ସରପଞ୍ଚ ଅନନ୍ତ କିଶୋର ମହାପାତ୍ର ରାମଚନ୍ଦ୍ର ଉଚ୍ଚ ବିଦ୍ୟାପିଠ ଗରସଙ୍ଗ ଅବସରପ୍ରାପ୍ତ ଶିକ୍ଷକ ଶିଵ ପ୍ରସାଦ ବଳ , ଅନ୍ତରା ପଞ୍ଚାୟତ ର ଯୁବ ନେତା ଭାଗିରଥୀ ମହାପାତ୍ର, ନାରାୟଣ ଚନ୍ଦ୍ର ମହାନ୍ତି, ଛାତ୍ର ନେତା ଦେବାଶିଷି ସାହୁ, ଗୋପିନାଥ ଘୋଷ , ପ୍ରଶାନ୍ତ ଦାସ, ସନାତନ ବେହେରା , ନାରାୟଣ ଚନ୍ଦ୍ର ଜେନା , କୃଷ୍ଣ ମହାପାତ୍ର , ନାରାୟଣ ଚନ୍ଦ୍ର ମହାନ୍ତି ବୈକୁଣ୍ଠ ମହାପାତ୍ର ସମେତ ବର୍ଷା ରାଣୀ ମହାପାତ୍ର ଙ୍କ ବାପା ମା ଓ ପରିବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥି ସହିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାପିଠ ଛାତ୍ର ତଥା ଜୟପୁର ପଞ୍ଚାୟତ ର ଶୁଭ୍ରାଂଶୁ ଶତପଥୀ କୁ ଉତ୍ତରୀୟ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ୫୭୭ ନମ୍ବର ରଖିଥିବା ଛାତ୍ର ଶୁଭ୍ରାଂଶୁ ସେ ଜଣେ ଇଂଜିନିୟର ହେବା ପାଇଁ ଆଶା ପ୍ରକଟ କରିଛନ୍ତି। ବାପା ହୃଷିକେଶ ଶତପଥୀ ମା ତେଯସ୍ଵନୀ ଶତପଥୀ ପୁଅର ଆଶିର୍ବାଦ କାମନା କରିଥିବା ବେଳେ ଜଗନ୍ନାଥ ପତି ମନୋଜ ମିଶ୍ର, ବୃଦ୍ଧା ବନ ଦାଶ ପରମାନନ୍ଦ ଦାଶ ନୃସିଂହ ମିଶ୍ର ଓ ପରିବାର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.