ଭୁବନେଶ୍ୱର : ଭି,ଏସ୍,ଏସ୍ ନଗରରେ ଅଙ୍ଗଦାନ ସଚେତନତା ପଞ୍ଜୀକରଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ। ୩୦୦ରୁ ଅଧିକ ଯୁବ ଛାତ୍ର ସ୍ୱତପ୍ରବୃତ ଭାବେ ଅଙ୍ଗ ଦାନ କରିବା ପାଇଁ ଫର୍ମ ପୂରଣ କରିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ବିଜେଡ଼ି ସହସମ୍ପାଦକ ଶ୍ରୀ ରୁଦ୍ର ସାମନ୍ତରାୟ , ଯୁବନେତା ବିଭୁଡୁତ୍ତ ରଥ, ଦିଲ୍ଲୀପ ଦାସ ଶର୍ମା , ଅକ୍ଷୟ ସ୍ବାଇଁ , ଶିବାନନ୍ଦ ତାଡ଼, ଦୀପକ ନାୟକ, ରାଜୀବ ନୟନ, ସୌମ୍ୟ ରଞ୍ଜନ ପ୍ରଧାନ, ଅନନ୍ତ ରେଡ୍ଡୀ, ସର୍ବଜିତ୍ ସାହୁ ସୋମନାଥ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post