ଗାଇସିଲାଟ(ଶାସକପ୍ରଶାସକ)-ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ,ବରଗଡ ଜିଲ୍ଲା ଆନୁକୁଲ୍ୟରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମ ରେ ବ୍ଳକ ଆବାହକ ଧନପତି ଦେବତା ଙ୍କ ସଂଯୋଜନା ରେ ଏକ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିବା ବେଲେ ଦେବରାଜ ବେହେରା, ରମେଶ ସାହୁ, ଜୟପ୍ରକାଶ ଦାଶ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। ମୁକେଶ ମୁରାରି କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗ୍ରାମ ବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post