ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କୁଚିଣ୍ଡା ବିଧାୟକଙ୍କ ନେତୃତ୍ୱରେ ସେବା କାର୍ଯ୍ୟ ଓ ରୋଗୀଙ୍କୁ ଫଳ ବଣ୍ଟନ

0

କୁଚିଣ୍ଡା ( ଶାନ୍ତନୁ ବେହେରା) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ କୁଚିଣ୍ଡା ଡାକ୍ତର ଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା | ଏହାସହିତ କୁଚିଣ୍ଡା ଡାକ୍ତର ଖାନାରେ ସଫେଇ କାର୍ଯ୍ୟକ୍ରମ କାରାଯାଇଥିଲା |.ଏହି କାର୍ଯ୍ୟକ୍ରମ ରେ କୁଚିଣ୍ଡା ବିଜୁ ଜନତା ଦଳ ର ଟାଉନ ସଭାପତି ସଞ୍ଜୟ ବେହେରା, ବିଜୁ ଛାତ୍ର ଜନତା ଦଳର ଟାଉନ ସଭାପତି ଅଭିଳାଷ ଅଗ୍ରୱାଲ, କୁଚିଣ୍ଡା ବ୍ଲକ ସଭାପତି ଅମୁଲ୍ୟ ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ବାରିକ, କୁଚିଣ୍ଡା ବ୍ଲକ ଉପାଧ୍ୟାକ୍ଷ ପୂର୍ଣ୍ଣ ଚନ୍ଦ୍ର କିସାନ, କୁଚିଣ୍ଡା ବ୍ଲକ ଯୁବ ସଭାପତି ମିଳନ ନାୟକ, ଯୁଧିଷ୍ଠିର ପଧାନ ଅଜିତ ମହାପାତ୍ର, ପ୍ରଶାନ୍ତ ସାହୁ,ବୁଲୁ ମହାନ୍ତି, ଟଙ୍କ ପଶାୟତ, ସାହିଲ ରାୟ, ରାଜ ରାୟ,ଶନେ ଅହେମାଦ, ସନ୍ତୋଷ ମହାନନ୍ଦ, ଟୁଟୁ ଦାସ, ସାଗର ବେହେରା, ମନୋଜ ପୃସେଠ, ବରଦାନନ୍ଦ ଶର୍ମା ଓ ବିଜୁ ଜନତା ଦଳ ର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.