ଭଦ୍ରକ କିନ୍ନର ମାନଙ୍କୁ ସହାୟତା ହାତ ବଢାଇଲା ସାଥୀ

0

ଭଦ୍ରକ,ବ୍ଲକ ,(ସୀତାକାନ୍ତ ପାଢ଼ୀ):-ସାଥୀ ଏକ ଜାତୀୟ ସ୍ତରର ସାମାଜିକ ଅନୁଷ୍ଠାନ ଦ୍ଵାରା ଭଦ୍ରକ ଜିଲ୍ଲାରେ ଥିବା କିନ୍ନର ମାନଙ୍କୁ ୧ ମାସର ରାସନ । ମାସ୍କ। ସାନିଟାଇଜର, ଔଷଧ ବଣ୍ଟନ କରାଯାଉଛି। ସାଥୀ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ଜିଲ୍ଲାରେ ଏହି ସହାୟତା ବଣ୍ଟନ କାର୍ଯକ୍ରମ ଚାଲୁ ଅଛି ।ଗତ 8/09/21ରିଖ ଦିନ ଭଦ୍ରକ ଜିଲ୍ଲାର କିନ୍ନର ଅଧ୍ୟକ୍ଷ ସୋମ୍ୟାଦାସ ଏବଂ ସାଥୀ ଅଫିସ୍ କର୍ମଚରୀ ଅସିତ ରାଉତ ତତ୍ତ୍ଵ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନ ଚରମ୍ପା । ଭଣ୍ଡାରୀପୋଖରୀ, ବାସୁଦେବପୁର, ପୁରୁଣା ବଜାର, ଚାନ୍ଦବାଲି ,ତିହିଡି ଅଞ୍ଚଳରେ ଏହି ସହୟତା ବଣ୍ଟନ କରାଯାଉଛି। କୋରନା ମହାମାରୀର ଲକାଡାଉନ ହେତୁ କିନ୍ନର ମାନେ ରୋଜଗାର ହରାଇବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ବିପଦ ସମୟରେ ସାଥୀ ସାମିଜିକ ସଂଗଠନ କିନ୍ନର ମାନଙ୍କ ପାଖରେ ସାଥୀ ହୋଇ ପହଞ୍ଚିଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ପାଇଁ କାମ କରୁଥିବା ସୁନୀତା ମହାନ୍ତ ସହଯୋଗ କରିଥିଲେ.

Leave A Reply

Your email address will not be published.