କୁଚିଣ୍ଡା ଏନ୍ଏସି ପରିଦର୍ଶନ କଲେ ନୂତନ ଉପଜିଲ୍ଲାପାଳ

0 2

କୁଚିଣ୍ଡା – ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ କୁଚିଣ୍ଡା ଏନ୍ଏସି ପରିଦର୍ଶନ କରିବା ସହିତ ଏନ୍ଏସିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ  କୁଚିଣ୍ଡା ବସଷ୍ଟାଣ୍ଡ, ସଇଡ଼ା ଟୁଙ୍ଗରୁପଡ଼ା,ବଡ଼କିସାନପଡ଼ା, ନୂତନ ଜଳ ଅମଳ ପ୍ରକଳ୍ପ, ଫରେଷ୍ଟପାର୍କ, ପ୍ରସ୍ତାବିତ ସ୍ମାର୍ଟ ପାର୍କ, ପ୍ରସ୍ତାବିତ ଇନଡୋର ଷ୍ଟାଡିୟମ, ତଥା ବିଭିନ୍ନ ରାସ୍ତା ପରିଦର୍ଶନ କରିଥିଲେ l ଉପଜିଲ୍ଲାପାଳଙ୍କ ସହିତ ଏନ୍ଏସି ଇଓ ମନୋଜ ତାଣ୍ଡି ଓ କର୍ମଚାରୀ ହିମାଂଶୁ ମହାନନ୍ଦ ଉପସ୍ଥିତ ଥିଲେ l

Leave A Reply

Your email address will not be published.