କଲ୍ୟାସିଂହପୁର// ପ୍ରଦୀପ ଦଳାଇ-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ଆଜି ନୂତନ କରି କେ. ଶୁଭାସିନୀ ଦାୟିତ୍ୱ ଗ୍ରହଣ କରିଛନ୍ତି କିଛି ଦିନ ପୂର୍ବେ ସରପଞ୍ଚ ଶସାଙ୍କ ନିଶିକା ଙ୍କ ଅକାଳ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡିଥିଲା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କେ. ଶୁଭାସିନୀ ଙ୍କୁ ଶପଥପାଠ କରାଈ ଦାୟିତ୍ୱ ପ୍ରଦାନ କରାଇଛନ୍ତି ଦାୟିତ୍ୱ ପ୍ରଦାନ ସମୟ ରେ ବ୍ଲକ କଂଗ୍ରେସ ର ସଭାପତି କେ. ସୁରିଆ ରାଓ, ବ୍ଲକ ଅଧ୍ଯକ୍ଷ ଜଗେନ୍ଦ୍ର ଓ୍ବାଡାକା, ଖ ଜୋନ ଜିଲ୍ଲା ପରିଷଦ ସଭ୍ଯ ବଳରାମ ନାଚିକା, ସମିତି ସଭ୍ଯା ଏସ. ଶିବାନୀ,ଙ୍କ ସହ ଦଳିୟ କର୍ମି ମାନେ ଊପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.