ଆରପାରିରେ କଥା ସମ୍ରାଟ ମନୋଜ ଦାସ। On Apr 27, 2021 5 Share ମହାନିଦ୍ରାରେ କଥା ସାମ୍ରାଜ୍ୟର ସମ୍ରାଟ ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ| ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି | ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 5 Share FacebookTwitterGoogle+ReddItWhatsAppPinterestEmail