ବଲାଙ୍ଗୀର/ନିରୋଜ ମିଶ୍ର – ସୋନପୁର ଜାତୀୟ ରାଜପଥ ନଂ- 57 ରେ ବଇରାସର ନିକଟସ୍ଥ ଡୁମେରବାହାଲ ଠାରେ ଥିବା ଟୋଲ୍ ପ୍ଳାଜା ଠାରେ ଆଗାମୀ ଏପ୍ରିଲ ପହିଲା ସକାଳ 8 ଟା ସମୟରୁ ଟୋଲ ଟାକ୍ସ ଅସୁଲି ହେବ । ସବୁ ବାହନ ପାଇଁ ଫାଷ୍ଟ ଟାଗ୍ ବ୍ୟବହାର ବାଧ୍ୟତାମୂଳକ ହୋଇଥିବାରୁ ସମସ୍ତ ବ୍ୟବହାରକାରୀଙ୍କୁ ଫାଷ୍ଟ ଟାଗ୍ କିଣିବାକୁ ଅନୁରୋଧ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.