ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କରେ ୟୁନିଟ୍ ପିଛା 30 ପଇସା ବୃଦ୍ଧି ହୋଇଛି | ଏହି ବର୍ଦ୍ଧିତ ଦେୟ ବିଦ୍ୟୁତ୍ ଉପଭୋକ୍ତାମାନେ ଏପ୍ରିଲ୍ 4ରୁ ଦେବେ | ୟୁନିଟ୍ ପିଛା 30 ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅନୁମୋଦନ କରିଛି | ଦାରିଦ୍ର ସୀମାରେଖା ତଳେ ରହୁଥିବା ଏବଂ ଜଳସେଚନ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି |
Sign in
Sign in
Recover your password.
A password will be e-mailed to you.