ଆସିଲା ଫାଷ୍ଟ ଅପଡେଟ, ଆଉ ତିନି ନୂଆ କରୋନା ପଜିଟିଭ ଯାଜପୁରରୁ  

0

ଭୁବନେଶ୍ୱର (ଶାସକ ପ୍ରଶାସକ ) ଆସିଲା ଏପ୍ରିଲ  ୩୦ ତାରିଖର ପ୍ରଥମ କରୋନା  ଅପଡେଟ | ଚିହ୍ନଟ ହୋଇଛନ୍ତି ଆଉ ତିନି କରୋନା ପଜିଟିଭ | ସବୁ ଯାଜପୁରରୁ | ଦୁଇଜଣ କଟିକଟା କଣ୍ଟନମେଣ୍ଟ ଅଂଚଳରୁ | ଦୁଇଜଣଙ୍କ ବୟସ ଯଥାକ୍ରମେ ୧୮ (ମହିଳା) ଓ ୫୬ (ପୁରୁଷ) | ଦୁହେଁ ପଶ୍ଚିମବଙ୍ଗ ଫେରନ୍ତା |  ଆଉ ଜଣେ ବି କୋଲକାତା ଫେରନ୍ତା | ତାଙ୍କ ବୟସ ୬୫ | ଏହି ତିନିଜଣଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୨୮ ରେ ପହଂଚିଛି |  

 

Leave A Reply

Your email address will not be published.