ଚିହ୍ନଟ ହେଲେ ପଞ୍ଚମ କରୋନା ରୋଗୀ

0

ଭୁବନେଶ୍ୱର : ରାଜ୍ୟରେ ଦ୍ଵିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଯାଉଥିବା ବେଳେ ବୁଧବାର ଦିନ ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି ଭୁବନେଶ୍ୱର ଏମ୍ସରେ ହୋଇଥିବା ପରୀକ୍ଷାରେ । ପଞ୍ଚମ କରୋନା ରୋଗୀଙ୍କ ଘର ଭୁବନେଶ୍ୱରର ସୂର୍ୟନଗରରେ । ତାଙ୍କ ବୟସ 60 ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି ।

Leave A Reply

Your email address will not be published.