Browsing Category

ରାଜ୍ୟ

ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ରାସ୍ତା ରେ ହାଣିଲେ ଦୁର୍ବୁତ୍ତ, ଥାନାରେ ୨ଅଟକ

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ). ପୂର୍ବତନ ସରପଞ୍ଚ ଙ୍କୁ ବିଚ୍ ରାସ୍ତା ରେ ଗୋଡାଇ ଗୋଡାଇ ହାଣିଲେ l ଏଭଲି ଲୋମହର୍ଷକlରି ଘଟଣା ଘଟିଛି ରାମପୁର ଥାନା ପଣ୍ଡରାପାଳି ଗ୍ରାମ ନିକଟରେ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ…

ପାଦରୁ ଅଳତା ଛାଡ଼ିନି, ମଥାରୁ ଲିଭିଗଲା ସିନ୍ଦୁର

ଜଗତସିଂହପୁର,ତା-୧୧.୦୭. ୨୦୨୫/ସୁମନ୍ତ କୁମାର ଦାସ: ଘର ଲୋକଙ୍କ ଅଗୋଚରରେ ଚାକିରୀରୁ ଛୁଟିରେ ଆସି ଆଠ ଦିନ ତଳେ ମନ୍ଦିରରେ ବିବାହ କରିଥିଲା ପୁଅ । ଗତକାଲି ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ପରେ ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତୁମ୍ବା ଅଂଡେଇ ସାହି ଗାଁରେ । ଆରପଟେ ପୁଅ ଘର…

ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ଷଷ୍ଠ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର କାଶ୍ୟପି ବେହେରା ଓ ମିତାଳି ମଧୁସ୍ମିତା ପାଢ଼ୀ ଅତିଥି ଭାବରେ ଯୋଗ ଦେଇ ଷଷ୍ଠ…

“ଚାରି ଦ୍ୱାର ଖୋଲିବା ପ୍ରତିଶୃତି ଭେଳିକି, ଖୋଲିଗଲା ପଞ୍ଚମ ଦ୍ୱାର”

ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ:ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି: ବିଜେଡି ରିଜର୍ଭ ବ୍ୟାଙ୍କ ସହାୟତା ଆଳରେ ଆହୁରି ତିନି ମାସ ଘୁଞ୍ଚାଇଲେ ଗତ ଏକବର୍ଷ ହେଲା ରତ୍ନଭଣ୍ଡାର ବାହାରେ ଠାକୁରଙ୍କ ମୂଲ୍ୟବାନ ରତ୍ନ ରହିଛି ଭୁବନେଶ୍ୱର, ୧୧/୦୭/୨୦୨୫:…

ଓଡିଶା ସାହିତ୍ୟ ଏକାଡେମୀ ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

https://youtu.be/7f9w_K3T7ys  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ଵର୍ଣ୍ଣକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୫ରେ ପାଳନ ଉପଲକ୍ଷେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ…

୭କି. ଗ୍ରା ଗଞ୍ଜେଇ ଜବତ ଆସାମୀ ଗିରଫ

ବାସୁଦେବପୁର : ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ରେଞ୍ଜ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ତତ୍ତ୍ଵାବଧାନରେ OIC, ନଟବର ମଲ୍ଲିକ, ଓ ଷ୍ଟାପ ସୁମନ୍ତ କୁମାର ମହାନ୍ତ,ଖଗେଶ୍ବର ଜେନା,ସୁଭଦ୍ରା ବାରିକ୍,ମନରଞ୍ଜନ ରଣା,ସଦଳବଳେ ବାସୁଦେବପୁର,…

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ

 ଜଗତସିଂହପୁର ତା.11.07.2025 ସୁମନ୍ତ କୁମାର ଦାସ: ଜନ ସଂଖ୍ୟା କୌଣସି ଦେଶର ପରିସମ୍ପତି ବୋଲି ବିବେଚନା କରାଯାଏ I କିନ୍ତୁ ଏହି ଜନସଂଖ୍ୟା ଏକ ନିର୍ଦ୍ଧିଷ୍ଟ ସୀମା ଅତିକ୍ରମ କରିଗଲେ ତାହା ସେହି ଦେଶ ପାଇଁ ବୋଝ ହୋଇଥାଏ I 1987 ମସିହାରେ ବିଶ୍ୱର ଜନସଂଖ୍ୟା 500 କୋଟିରେ ପହଂଚିବା ପରେ…

ଉତ୍କଳ ଆଲୁମିନା ବାଫାଲିମାଳି ସିଏସଆର ତରଫରୁ ହାଲୁକା ମୋଟର ଯାନ ଚଳାଇବା ପାଇଁ ୨ୟ ପର୍ଯ୍ୟାୟ ଶିବିର ଶୁଭାରମ୍ଭ

କାଶୀପୁର ରୁ ବୈକୁଣ୍ଠ ଦୁରିଆ ; କାଶୀପୁର ବ୍ଲକ ଟିକିରି ଅଧିନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ଯୁବପିଢୀଙ୍କୁ ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ…

ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି

ଜଗତସିଂହପୁର,ତା-୧୧.୦୭.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ଥରରେ ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପରିବାର ନିୟୋଜନ ପାଇଁ…

ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଭୂମିପୂଜନ

ଗାଇସିଲେଟ :-ବରଗଡ ଜ଼ିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ର ଭୂମିପୁଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀଆ ଯୋଗଦେଇ ଅତିରିକ୍ତ ଶ୍ରେଣୀ କୋଠରୀ…