Browsing Category

ରାଜ୍ୟ

କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର,୭ ବିଭାଗର ୧୫ ଡାକ୍ତର ଶିଶୁକୁ ଦେଲେ ନୂଆ ଜୀବନ

  ଭୁବନେଶ୍ୱର, ୭ ।୧୦: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ଉଦାହରଣ ସୃଷ୍ଟି କରିଛି। ଶିଶୁର ଯକୃତରେ…

ବେଦାନ୍ତ ଆଲୁମିନିୟମର ବେଦସୁତା ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଗ୍ରାମୀଣ ଜୀବିକାକୁ ତ୍ୱରାନ୍ନିତ କରିଛି

ଭୁବନେଶ୍ୱର: ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ କପା ହେଉଛି ଅନ୍ୟତମ ଏହା କେବଳ କପଡ଼ା ପାଇଁ ବ୍ୟବହୃତ ହୁଏ ନାହିଁ ବଂର ଦେଶର ଆର୍ôଥକ, ସାମାଜିକ ଏବଂ ସାଂସ୍କୃତିକ ପରିଚୟକୁ ବାନ୍ଧି ରଖେ। ଅକ୍ଟୋବର ୭ ତାରିଖକୁ ବିଶ୍ୱ କପା ଦିବସ ଭାବରେ ବିଶ୍ୱବ୍ୟାପୀ ପାଳନ କରାଯାଏ, ଏହି ବହୁମୁଖୀ…

କୁମାର ପୂର୍ଣ୍ଣମୀରେ ଜହ୍ନି ଓଷା ଉଦଯାପିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଜହ୍ନି ଓଷା ହେଉଛି ସଂସ୍କୃତି ସମ୍ପନ୍ନ ଗଂଜାମ ଜିଲ୍ଲାର ଏକ ନିଆରା ପର୍ବ I ଶହ ଶହ ବର୍ଷ ଧରି ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ବିଶେଷକରି କୁମାରୀ ଝିଅ ମାନେ ଏହି ପର୍ବ ପାଳନ କରି ଆସୁଛନ୍ତି I ଏହି ପର୍ବ ଭାଦ୍ରବ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ କୁମାର…

ଉତାଲଗଡ ସ୍ପୋଟିଙ୍ଗ ୩୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ସାହପୂର୍ଣ୍ଣ ଭାବେ ଆୟୋଜିତ

ତାଲପଦର ମାଟିରେ ଯୁବକ ମାନଙ୍କ ମଧ୍ୟରେ କ୍ରୀଡା ଆବେଗ ଓ ଏକତାର ଉଜ୍ଜ୍ୱଳ ପରିଚୟ-ଯଶୋବନ୍ତ ମେହେର ବିଜେପୁର:- ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମରେ ଉତାଲଗଡ ସ୍ପୋଟିଙ୍ଗ କ୍ଲବ ତରଫରୁ ଏକ ଦିବସୀୟ ୩୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗରିମାମୟ ଭାବେ ଆୟୋଜିତ ହୋଇଛି। ସକାଳୁ ଠୁ ଗ୍ରାମର…

ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମାରେ ମା ସମଲେଶ୍ୱରୀ ପୂଜା — ଭକ୍ତି ଓ ଏକତାର ଅବିସ୍ମରଣୀୟ ମିଳନ ମହୋତ୍ସବ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମା ଅବସରରେ ମା ସମଲେଶ୍ୱରୀ ଠାକୁରାଣୀଙ୍କ ପବିତ୍ର ପୂଜା ଭକ୍ତିଭାବରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପୁରାତନ ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ ମା ସମଲେଶ୍ୱରୀଙ୍କ ମହାପୂଜା ଓ ଆଶୀର୍ବାଦ ଗ୍ରହଣ…

ଗାଁ ମାଟିର ସୁଗନ୍ଧ ବହି ଆସୁଛି ରାଜେଶ ଦାସଙ୍କ ମୃଦଙ୍ଗ ଶବ୍ଦରେ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଯୁବ କଳାକାର ରାଜେଶ କୁମାର ଦାସ ନିଜ ମୃଦଙ୍ଗ ଶବ୍ଦରେ ଗାଁ ମାଟିର ସୁଗନ୍ଧ ଓ ସଂସ୍କୃତିର ଚିହ୍ନକୁ ଜୀବନ୍ତ ରଖିଛନ୍ତି। ସେ ଏକ କରମସାନୀ ବାୟକ ରୂପେ ବରଗଡ଼ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ…

ବିଜେପି ସରକାରରେ ନିଜ ଦଳର ଲୋକେ ବି ଅସୁରକ୍ଷିତ: କଂଗ୍ରେସ

https://youtu.be/OiqsZR9-efY   ପୁଲିସର ମାତ୍ରାଧିକ ରାଜନୀତିକରଣ ଏଥିପାଇଁ ଦାୟୀ; ବିଜେଡି ରାସ୍ତାରେ ବିଜେପି ଯଦି କେନ୍ଦ୍ର ନେତୃତ୍ବ କାମ କରିବାକୁ ଦେଉନାହିଁ, ମୁଖ୍ୟମନ୍ତ୍ରୀ ସମ୍ମାନର ସହ ଓହରିଯାଆନ୍ତୁ ଭୁବନେଶ୍ବର ତା୦୭-୧୦-୨୦୨୫ରିଖ ରାଜ୍ୟରେ ବିଜେପିର ପନ୍ଦର…

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ: ଘାସିରାମ ମାଝୀଙ୍କ ନାମ ଏଆଇସିସି ଘୋଷଣା କଲା

ପ୍ରଚାରରେ କଂଗ୍ରେସ ଆଗୁଆ; ଦଳୀୟ ମହଲରେ ଆନନ୍ଦ ଭୁବନେଶ୍ୱର, ତା ୦୭.୧୦.୨୫ :- ଆସନ୍ତା ୧୧ ନଭେମ୍ବର ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତିରେ ଆଗୁଆ ରହିଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ…

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

ଗଞ୍ଜାମରେ ବିଜେପି ନେତାଙ୍କ ହତ୍ୟା ଘଟଣା ପରେ ବିଜେଡିର ପ୍ରତିକ୍ରିୟା ଗତ ଏକ ସପ୍ତାହରେ ଆଇନଶୃଙ୍ଖଳା ସ୍ଥିତି ସାଙ୍ଘାତିକ ହୋଇଛି ୨୪ ଘଣ୍ଟାରେ ଗଞ୍ଜାମରେ ୩ଟି ମର୍ଡର ମୋହନ ସରକାର ଆସିବା ପରେ ଗଞ୍ଜାମରେ ୧୨୮ ମର୍ଡର ଭୁବନେଶ୍ୱର, ୦୭/୧୦/୨୦୨୫: ରାଜ୍ୟର ଆଇନ…

ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ

ଖୋର୍ଦ୍ଧାରୁ (ଶେକ ଜାଫର): ଖୋର୍ଦ୍ଧା 16 ନମ୍ୱର ଜାତୀୟ ରାଜପଥ କଡରେ ଥିବା ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ଓ ସଦର ଥାନା ପୋଲିସର ମିଳିତ ଚଢ଼ାଉ ବେଳେ ଏସବୁ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ବିଭଅଗକୁ…