Browsing Category

ରାଜ୍ୟ

ଏକ ଜିମାଲି ଜମିକୁ ଏକାକୀ ହାତେଇବା ବିଷୟକୁ ବିରୋଧ କରିବାରୁ ଜଙ୍ଗଲ ମାଫିଆ ଆଖ୍ୟା ଦେଲେ ଜମି ହଡ଼ପ କାରୀ ଜଙ୍ଗଲ…

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ଏକ ଜିମାଲି ଜମି ଏକାକୀ ହାତେଇବା ବିଷୟକୁ ବିରୋଧ କରିବାରୁ ଜଙ୍ଗଲ ମାଫିଆ ଆଖ୍ୟା ଦେଲେ ଜମି ହଡପ କାରୀ ଜଙ୍ଗଲ ସୁରକ୍ଷା କର୍ମୀ। ପ୍ରକାଶ ଥାଉକି ରାଜିନ୍ଦ୍ର ଦଣ୍ଡସେନା (୩୮)ପିତା -ଗୋକୁଳ ଦଣ୍ଡସେନା ନିବାସୀ -ପଣ୍ଡରିପାଣୀ, ପୋଷ୍ଟ -ଦମକିପାଲି, ଥାନା -ଲରମ୍ଭା,…

ରାଉରକେଲାରେ ଆର୍ସିଏମ୍ ର ‘ରୂପାନ୍ତରଣ ଯାତ୍ରା’କୁ ଭବ୍ୟ ସ୍ୱାଗତ

ଯୋଗଦେଲେ ୨୦ ହଜାରରୁ ଉର୍ଦ୍ଧ୍ବ ଉଦ୍ୟୋଗୀ ରାଉରକେଲା, ୧୮.୧୦.୨୦୨୫: ରାଇଟ୍ କନସେପ୍ଟ ଅଫ୍ ମାର୍କେଟିଂ (ଆର୍ସିଏମ୍)ର ଦେଶବ୍ୟାପୀ ରୂପାନ୍ତରଣ ଯାତ୍ରା ଆରମ୍ଭ ହେବା ପରଠାରୁ, ଏହି ଲୋକଭିମୁଖୀ ଅଭିବୃଦ୍ଧି ଯାତ୍ରାରେ ଲକ୍ଷାଧିକ ଆକାଂକ୍ଷୀ ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି, ଯାହାକି କମ୍ପାନୀ…

ଏଆଇସି-ସୋଆ ଫାଉଣ୍ଡେସନ: ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ

ଭୁବନେଶ୍ୱର, ଅକ୍ଟୋବର ୯ : ଓଡ଼ିଶାର ନବୀକରଣ ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଭାରତ ସରକାରଙ୍କ ନୀତି ଆୟୋଗ ଅଧିନସ୍ଥ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍‌) ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଅଟଳ…

କିଟରେ ତୃତୀୟ ଗ୍ଲୋବାଲ୍‍ ୟୁନିଭର୍‍ସିଟି ଫେୟାର ଅନୁଷ୍ଠିତ

ଭୁବନେଶ୍ୱର, ୧୭ ।୧୦: କିଟ ବିଶ୍ୱବିଦ୍ୟାଳୟରେ ଷ୍ଟଡି ଆବ୍ରୋଡ-ଗ୍ଲୋବାଲ୍ ୟୁନିଭରସିଟି ଫେୟାରର ତୃତୀୟ ସଂସ୍କରଣ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶ୍ୱର ୫୦ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା…

ଏକ ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ର…

ଭୁବନେଶ୍ୱର, ୧୮ ଅକ୍ଟୋବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଯେକୌଣସି ଦୁର୍ଘଟଣା ଏଡାଇବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଖୁସିର ପର୍ବ ସୁନିଶ୍ଚିତ କରିବା ପାଇଁ ଦୀପାବଳି ସମୟରେ…

ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୧୨.୮ ପ୍ରତିଶତ ବୃଦ୍ଧି ସହିତ ୭,୩୭୯ କୋଟି ଟଙ୍କା ହୋଇଛି

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ…

ପାରଳା ପୋଲିସ ଦ୍ବାରା ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆତସବାଜି (ବାଣ ସାମଗ୍ରୀ) ଜବତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବେଆଇନ ଭାବେ ଏବଂ କୌଣସି ଲାଇସେନ୍ସ ନ ଥାଇ ବ୍ୟାପକ ପରିମାଣର ଆତସବାଜି(ବାଣ ସାମଗ୍ରୀ) ଗଚ୍ଛିତ ରଖିଥିବା ସହ ବିକ୍ରିବଟା କରୁଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଏକ ଆତସବାଜି ଦୋକାନ ଉପରେ ଚଢାଉ କରି ସମସ୍ତ ବେଆଇନ ଆତସବାଜି ସାମଗ୍ରୀ ଜବତ…

୩ ମଦଦୋକାନ ଚୋରିର ଖୁଲାସା କଲା ଓଡ଼ଗାଁ ପୋଲିସ,୭ ଅଭିଯୁକ୍ତ ହେଲେ ଗିରଫ,

୧ ଲକ୍ଷ ୬୨ ହଜାର ନଗଦ ଟଙ୍କା, ଗୋଟିଏ କାର, ୪ ବାଇକ୍, ୯ ସ୍ମାର୍ଟ ଫୋନ, ଏକ କଟୁରୀ ସହିତ ଲୁହା ଶାବଳ ଜବତ୍ ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ସିନେମା ହଲ ଛକରେ ଥିବା ଦୁଇଟି ଏବଂ ରୋହିବାଙ୍କର ଗୋଟିଏ ବିଦେଶୀ ମଦ ଦୋକାନରୁ ଏକକାଳୀନ ଗୋଟିଏ ରାତିରେ…

ପୋଖରୀରେ ବୁଡ଼ି ଜଣେ ମୃତ

 ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ଗୁଣ୍ଠା ସାଇ ଗ୍ରାମର ହଟ ନାୟକଙ୍କ ପୁଅ ଅଭିମନ୍ୟୁ ନାୟକ (୬୨) ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଭଣଜା ବସନ୍ତ ନାୟକଙ୍କ କହିବା ଅନୁସାରେ ସେ ବିବାହ କରିନଥିବାରୁ ତାଙ୍କର ଗତାନୁଗତିକ…

ରଖେ ହରି ତ ମାରେ କିଏ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବାଇକ ଚାଳକ

ରାୟଗଡା (କୋଲନରl - ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ) କୋଲନରl ବ୍ଲକ ଅନ୍ତର୍ଗତ କୁମାରଧାମୁଣି ଛକ ନିକଟରେ ବାଇକ ଚାଳକ ଙ୍କୁ ପଚ୍ଛ ପଟୁ ଧକ୍କା ଦେଲା ମାଲବାହି ଭାରିଯାନ ଟ୍ରକ। ସୂଚନା ଅନୁଯାୟୀ ଆଜି ରାୟଗଡା ଜିଲ୍ଲାର କୋଲନରl ବ୍ଲକ ଅଧିନସ୍ଥ ଡୁମୁରିଗୁଡା ଗ୍ରାମପଂଚାୟତ ର ପରଡିଗୁଡା…