Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
“ଭଣଜା, ଭାଣିଜୀଙ୍କୁ ଅସମ୍ମାନ କରୁଥିବା ଏପରି ମାମୁଁ ମାଇଁ କାହାକୁ ନ ମିଳୁ”
ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା
ଏହା ତାଙ୍କ ପରମ୍ପରା ହୋଇପାରେ, ଆମର ନୁହେଁ
ସୁଭଦ୍ରା ମା' ମାନଙ୍କ ଦୁଃଖ ନ ଶୁଣିବା, କେଉଁଠିକାର ଅସ୍ମିତା?
ଭୁବନେଶ୍ୱର, ୨୭/୧୦/୨୦୨୫: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ…
ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାଜଗାଙ୍ଗପୁର/ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ଆଜି ରାଜଗାଙ୍ଗପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ…
ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼ (ବସନ୍ତ କୁମାର ଜେନା): କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ନିର୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ 'ଆପଣଙ୍କ ପୁଞ୍ଜି : ଆପଣଙ୍କ ଅଧିକାର ' ଶୀର୍ଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଏବଂ ଅନ୍ୟାନ୍ୟ…
ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ପଂଚାୟତ ବିଜେପିରେ ଯୋଗ ଦେଲେ ବହୁ ଯୁବକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ପଂଚାୟତ କଇଠପଲ୍ଲୀ ଗ୍ରାମର ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ ଯୁବକ ବିଭିନ୍ନ ଦଳ ଛାଡ଼ି ଆଜି ବିଜେପିରେ ଯୋଗଦାନ କରିଛନ୍ତି I ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନାଟଙ୍ଗା ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ନେତୃତ୍ୱରେ ବିଧାୟକ…
ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ; ପରୀକ୍ଷା ଦେଲେ ୨୧୫୩ ଜଣ ଶିକ୍ଷାର୍ଥୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନିରକ୍ଷର ଲୋକଙ୍କୁ ସାକ୍ଷର କରାଇବା ପାଇଁ ବେଲଗୁଣ୍ଠା ବ୍ଲକ୍ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏହାର ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ର ୧୦୦ ଟି…
ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ତା.୨୭-୧୦-୨୦୨୫ରିଖ ଦିନ ରାମନାଗୁଡା ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ୟୁଲ କୁମାର…
ଦୁଇଦିନିଆ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଭବ୍ୟ ଭାବେ ଉଦ୍ଯାପିତ
ସୁନ୍ଦରଗଡ଼ ଦଳ ଟାଇବ୍ରେକରରେ ବିଜୟୀ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଏମ୍-ଗଣ୍ଡପାଲି ସ୍ଥିତ ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମ୍ ପରିସରରେ ଅମରଦୀପ ଯୁବକ ସଂଘ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଦ୍ବିଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଭବ୍ୟ ଭାବେ ଉଦ୍ଯାପିତ ହୋଇଯାଇଛି।…
ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହିର ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି
ପଛୁଆ ବର୍ଗର ବିକାଶ, ଡବଲ ଇଂଜିନ ସରକାରର ପ୍ରାଥମିକତା : ସୁରଥ ବିଶ୍ୱାଳ
ଆସନ୍ତା ୨୯ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକାରେ ରାଜ୍ୟ ଅତିଥି ଭବନଠାରେ ଉପସ୍ଥିତ ରହି ବଂଚିତ ଜାତିବର୍ଗର ପ୍ରତିନିଧିମାନେ ସେମାନଙ୍କ ଦାବୀ କମିଶନଙ୍କ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ
…
ନବୀନ ପଟ୍ଟନାୟକଙ୍କ ସହ ନୂଆପଡ଼ାବାସୀ ଥିଲେ ଓ ରହିବେ: ବିଜେଡ଼ି
ନୂଆପଡା ବ୍ଲକ ଜୋନ-୯ ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ
ନୂଆପଡ଼ା, ୨୬/୧୦/୨୦୨୫: ରବିବାର ବିଜୁ ଜନତା ଦଳ ପକ୍ଷରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବ୍ଲକ ଜୋନ-୯ରେ ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହିପଲ୍ଲା, ଦର୍ଲିମୁଣ୍ଡ, ଖଇରାନି, କୋଟେଚୁଅାଁ, କେରମେଲି,…
ନୂଆପଡ଼ା ଉପନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡିର ଅପିଲ୍
ସରକାରୀ ଯୋଜନା ଆଳରେ ଦଳୀୟ ପ୍ରଚାର
ପୁଣି ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ
ଭୁବନେଶ୍ୱର, ୨୬/୧୦/୨୦୨୫: ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ ନେଇ ଶାସକ ବିଜେପି ବିରୋଧରେ ପୁଣି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଆଜି ଓଡିଶାର ମୁଖ୍ୟ…