Browsing Category

ରାଜ୍ୟ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ- ୨୦୨୫ ପାଳନ

ନବରଙ୍ଗପୁର ତା ୫.୧୨.୨୦୨୫: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଆୟୋଜିତ ହୋଇଯାଇଅଛି। ଜିଲ୍ଲା କୃଷି ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ୫ ଜଣ ଚାଷୀଙ୍କୁ ମୃତ୍ତିକା…

ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ବନ୍ଧୀୟ ତାଲିମ ଶିବିର

ନବରଙ୍ଗପୁର: ତା.୦୫/୧୨/ ୨୦୨୫: ଆଜି ଦିବା ଘ ୧୧:୩୦ ମି଼ ସମୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନବରଙ୍ଗପୁର ଦ୍ଵାରା ଅଶୋକ ମେହେତା ସମ୍ମିଳନୀ ଗୃହରେ ଯୌତୁକ ନିଷେଧ ଅଧିନିୟମ ୧୯୬୧ ସମ୍ବନ୍ଧୀୟ ତାଲିମ ଶିବିର  ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉକ୍ତ ତାଲିମ…

ତ୍ରେତୟା ଯୁଗର ଆରାଧ୍ୟ ଦେବୀ ମାଁ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ

ପଦ୍ମପୁର:- ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମାଁ ଙ୍କ ପୀଠ ସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀ (ବୁଢ଼ୀ) ଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି। ତା ୪ ରୁ ୫ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ମାଁ ଦୁର୍ଗେଇ ଦେବୀଙ୍କ…

ଭାରତୀୟ ବଜାରରେ ରୁଷିଆ ନିବେଶକମାନଙ୍କୁ ସୁଯୋଗ ଦେବ ସବରବ୍ୟାଙ୍କ–ଏନଏସଇ ଅଭିଯାନ

ଭୁବନେଶ୍ୱର: ରୁଷିଆର ସବୁଠାରୁ ବଡ଼ ବ୍ୟାଙ୍କ, ସବରବ୍ୟାଙ୍କ ଓ ଜେଏସସି ଫାର୍ଷ୍ଟ ଆସେଟ ମ୍ୟାନେଜମେଂଟ ମିଳିତ ଭାବେ ଏକ ନୂଆ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିଛନ୍ତି ଯାହାର ନାମ ହେଉଛି “ଫାର୍ଷ୍ଟ–ଇଣ୍ଡିଆ”। ଏହି ଫଣ୍ଡ ରୁଷିଆର ସାଧାରଣ ନିବେଶକମାନଙ୍କୁ ଭାରତର ଷ୍ଟକ ବଜାରରେ ନିବେଶ କରିବାର ସୁଯୋଗ…

ଚାଲାଣବେଳେ ୬ ଗୋରୁ ଉଦ୍ଧାର, ଜଣେ ଅଟକ

  ରାଜଗାଙ୍ଗପୁର . କୁତ୍ରା.୦୪-୧୨-୨୫.ବେଆଇନ ଗୋଚାଲାଣବେଳେ କିରିଙ୍ଗସେରା ନିକଟରେ କୁତ୍ରା ପୁଲିସ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡ଼ି(ଓଆର୍ ୧୪ଏମ୍ ୩୮୧୮)କୁ ଜବତ କରିଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଛି। ପୁଲିସକୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର…

ବେଆଇନ କାରଖାନା ବର୍ଜ୍ୟପାଉଁଶ ଚାଲାଣ: ୧୨ ହାଇୱା ଅଟକ, ୬ ଲକ୍ଷ ଜରିମାନା

ରାଜଗାଙ୍ଗପୁର . କୁତ୍ରା.୦୪-୧୨-୨୫ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପକାଯାଉଥିବା ଅଭିଯୋଗ ଆଧାରରେ ଆଜି କୁତ୍ରା ପୁଲିସ ୧୨ ଟି ହାଇୱା ଗାଡ଼ି ଅଟକ ରଖିଛି ପ୍ରତି ହାଇୱାରୁ ୫୦ ହଜାର ଟଙ୍କା ଲେଖାଏଁ କରି ୬ ଲକ୍ଷ ଜରିମାନା କରିଛି। ତେବେ ଥାନାରେ…

ଶକ୍ତି ସଂରକ୍ଷଣକୁ ନେଇ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉର୍ଜା ମେଳା ଆୟୋଜିତ, ୮ଟି ସ୍କୁଲର ୨୦୦ରୁ ଅଧିକ ଛାତ୍ରଛାତ୍ରୀ କଲେ…

ବୁର୍ଲା/ସମ୍ବଲପୁର | ୦୪ ନଭେମ୍ବର ୨୦୨୫:ଶକ୍ତି ସଂରକ୍ଷଣ ଏବଂ ସୁବଜ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ…

ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଚାଲିବାପାଇଁ ମୋଦି ସରକାର ଦାୟୀ – କଂଗ୍ରେସ

ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନ ସ୍ତରକୁ ପହଞ୍ଚିବା ଆମ ଅର୍ଥନୀତିର ଗତି କେଉଁ ଦିଗକୁ ? ଭୁବନେଶ୍ୱର ତା. ୪.୧୨- ଗତ ଡିସେମ୍ବର ୩ ତାରିଖ ଦିନ ଆମ ଦେଶର ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଚାଲିଗଲା । ଗୋଟିଏ ଡଲାର ବିନିମୟ ମୂଲ୍ୟ ଟଙ୍କା ହିସାବରେ ୯୦ ଟଙ୍କା ୩୦…

ଓଡ଼ଗାଁ ଥାନାରେ ପରିଚୟ ଯାଞ୍ଚ ଘଟଣା, ଯାଞ୍ଚ ଖବର ପାଇ ଓଡ଼ଗାଁ ଓ ବାହାଡ଼ାଝୋଲାରୁ ପଶ୍ଚିମବଙ୍ଗ ଫେରିଲେ ୩୦ ଫେରିବାଲା,

ସାଂସଦ ମହୁଆ ମୋଇତ୍ରଙ୍କ ଟୁଇଟକୁ ନେଇ ଚର୍ଚ୍ଚା ଜୋର୍ ଧରିଲା ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା‌ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗରୁ ଆସି ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ରହୁଥିବା ୧୪ଜଣ ଅଜଣା ବେପାରୀଙ୍କ ପରିଚୟ ଯାଞ୍ଚ କାର୍ଯ୍ୟ ନିମନ୍ତେ ଓଡ଼ଗାଁ ପୋଲିସ…

ସଦରମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନାକୁ ଜିଲ୍ଲାର ବିରୋଧ

ଓଡ଼ଗାଁ ସହିତ କୁରାଳ ବାଉଁଶ ଗାଡ଼ିଆ ବରିଷ୍ଠ ନାଗରିକ ମଞ୍ଚର ଚିନ୍ତା ପ୍ରକଟ, ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସଦର ମହକୁମା ବାହାରେ ମେଡିକାଲ କଲେଜ ନିର୍ମାଣ ସୂଚନା ପାଇ ଜିଲ୍ଲାର ସବୁ କ୍ଷେତ୍ରରୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଓଡ଼ଗାଁ ସମେତ କୁରାଳ ବାଉଁଶ…