Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସ୍ତରଙ୍ଗ ହାଇସ୍କୁଲ ର ୧୯୮୦ମସିହା ମାଟ୍ରିକ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ l
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ, ଅସ୍ତରଙ୍ଗ ହାଇ ସ୍କୁଲ ର ୧୯୮୦ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ବୁଧବାର ଦିନ ଅସ୍ତରଙ୍ଗ ର ପିର ଯାହାନିଆ ବେଳା ଭୂମିରେ ମହା ଯାକ ଜମକରେ ପାଳିତ ହୋଇ ଯାଇ ଅଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ…
ଜାତୀୟସ୍ତରୀୟ ବ୍ୟାଣ୍ଡ ଚମ୍ପିଅନ୍ସିପରେ ଓଡ଼ିଶାର ଟିମ୍ ବିଜୟୀ
ଭୁବନେଶ୍ୱର, ୧୭.୧୨.୨୦୨୫: ପୁଣେଠାରେ ‘ଦ ଟୋରିନ୍ସ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ବ୍ୟାଣ୍ଡଗ୍ରୁପ ‘ଦ ଟାଇରାଣ୍ଟସ୍’ ଚମ୍ପିଅନ୍ ଟ୍ରଫି ଜିଣି ଇତିହାସ ସୃଷ୍ଟି କରିଛନ୍ତି । ଗତ ୭ ତାରିଖରେ…
ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ
ଭୁବନେଶ୍ୱର,୧୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ବଡ଼ ଦିନ ପରିପ୍ରେକ୍ଷୀରେ ନିକଟରେ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୋଆର ବୋର୍ଡ ଅଫ୍ ଡାଇରେକ୍ଟର ଡିଷ୍ଟିଙ୍ଗୁଇସ୍ଡ ସଦସ୍ୟା ଶ୍ରୀମତି ଉପାସନା…
ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ଶେରଗଡ଼ ଜନସାଧାରଣ ଓ ବିଜେଡି କର୍ମୀ.
ବିକାଶ କାମ ରେ ସରକାରଙ୍କ ଉଦାସୀନତା ଓ ଆଇନ ଶୃଙ୍ଖଳା ରେ ପକ୍ଷପାତିତା ନେଇ ଆଣିଲେ ଅଭିଯୋଗ
ଭୁବନେଶ୍ୱର, ୧୮ /୧୨/୨୫:ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଶେରଗଡ଼ ବ୍ଲକ ର ଜନ ସାଧାରଣ ଓ ବିଜୁ ଜନତା ଦଳ ର ନେତା ଏବଂ. କର୍ମୀ ମାନେ ଆଜି ପୂର୍ବାହ୍ନ ରେ ନବୀନ ନିବାସ ରେ ବିଜେଡି ସଭାପତି ତଥା…
ଫାସିବାଦ ହଟାଅ ଗଣତନ୍ତ୍ର ବଞ୍ଚାଅ: ବିନୋଦମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 18 12 2025 ତାରିଖ ଦିନ ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁ ତାଲ ଠାରେ ଗରିବ ମେହନତି ମଣିଷ ର କ୍ରାନ୍ତିକାରୀ ସି ପି ଆଇ (ଏମଏଲ) ଲିବରେସନ ପାର୍ଟୀ ର ନେତା କମ୍ରେଡ଼ ବିନୋଦ ମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।…
ଲାଲା କମଳାପତ ସିଂଘାନିଆଙ୍କ ୧୪୧ତମ ଜନ୍ମବାର୍ଷିକୀ ଓ ପ୍ରତିଷ୍ଠାତା ଦିବସ ପାଳିତ
ରାୟଗଡ: ଜେ କେ ପେପର୍ ମିଲ୍ସ୍, ରାୟଗଡା ପକ୍ଷରୁ ଆଜି କମ୍ପାନୀର ପ୍ରତିଷ୍ଠାତା ଲାଲା କମଳାପତ ସିଂଘାନିଆଙ୍କ ୧୪୧ତମ ଜନ୍ମବାର୍ଷିକୀ ଓ ପ୍ରତିଷ୍ଠାତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ କାରଖାନା ପରିସରରେ ଅବସ୍ଥିତ ଲାଲା କମଳାପତ ସିଂଘାନିଆଙ୍କ…
ଫୁଲଚାଷ ପ୍ରକଳ୍ପ ପାଇଁ ଆଦିିତ୍ୟ ଆଲୁମିନିୟମ ଓ ଉଦ୍ୟାନ କୃଷି ବିଭାଗ ମଧ୍ୟରେ ଏମ୍ଓୟୁ
ଭୁବନେଶ୍ୱର: ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ଏହାର ଜାରି ରହିଥିବା ଗୋଷ୍ଠୀ ବିକାଶ ପ୍ରୟାସସମୂହର ଅଂଶ ଭାବରେ ଓଡ଼ିଶା ସରକାରଙ୍କର ଉଦ୍ୟାନ କୃଷି ବିଭାଗ ସହିତ ଏକ ସ୍ୱତନ୍ତ୍ର ଫୁଲଚାଷ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବୁଝାମଣା ପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛି । ଏହି ବୁଝାମଣା ପତ୍ରରେ…
ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କାର ସୁନାରୂପା ଲୁଟିନେଲେ,
ଡଗ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି
ଓଡଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚଳ ବ୍ୟାଙ୍କ ସାହିରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ୪ ଜଣ ସଶସ୍ତ୍ର ଚୋର ପହଁଞ୍ଚି ଘର ମାଲିକଙ୍କ…
ଜାତୀୟ ତମାଖୁ ମୁକ୍ତ ଅଭିଯାନ
ଓଡ଼ଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ସର୍ବଭାରତୀୟ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଗୁଡ଼ା ଆନୁକୂଲ୍ୟରେ ବୁଧବାର କରସିଙ୍ଗ୍ ହାଇସ୍କୁଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ…
୧୭ ଦିନ ମଧ୍ୟରେ ବାପା ସହିତ ୨ ପୁଅଙ୍କ ମୁତ୍ୟୁ ଘଟଣା: ଓଡ଼ଗାଁ ତହସିଲଦାରଙ୍କ ମଣିଷ ପଣିଆକୁ ପ୍ରଶଂସା,
ଓଡ଼ଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତଚେମେଡି ଗ୍ରାମରେ ୧୭ ଦିନ ମଧ୍ୟରେ ଆଗ ପଛ ହୋଇ ବାପ ଏବଂ ୨ ପୁଅଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଖବର ପାଇ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ବୁଧବାର ପୀଡ଼ିତ ପରିବାରଙ୍କ ପାଇଁ ୧ ମାସ…