Browsing Category

ରାଜ୍ୟ

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୧/୦୫ ):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍‌ଘାଟିତ ହୋଇଯାଇଛି ।୧୬ ଟି କାଲାଂଶ ରେ ପଦ୍ମପୁର ସଂକୁଳ ର ୯ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁ ୧୭୦ ଜଣ ଗୁରୁଜୀ ଗୁରୁମା ଶିଶୁ ର ଶୈକ୍ଷିକ ବିକାଶ…

ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଘଟଣା ନେଇ ବ୍ୟାଙ୍କ ଅଧିକାରୀଙ୍କ ସପକ୍ଷରେ ବାହାରିଲା ଅଫିସର ସଂଘ।

    ଆରଡ଼ିସି ତଦନ୍ତ ସରିନଥିବା ବେଳେ ଏକପାଖିଆ ବ୍ୟାଙ୍କକୁ ଦାୟୀ କରିବାକୁ ନାପସନ୍ଦ।      କେନ୍ଦୁଝର,ତା୨/୫- କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପସୀ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଟଙ୍କା ଉଠାଣ ଲାଗି ଗରିବ ଆଦିବାସୀ ଜିତୁ ମୁଣ୍ଡା ଭଉଣୀ କଙ୍କାଳ ନେଇ ପହଂଚିବା ପରେ…

ଓଡ଼ିଶା ସାମ୍ବାଦିକ ୟୁନିୟନର ପ୍ରତିବାଦ ସଭା

ଓଡ଼ିଶା ସାମ୍ବାଦିକ ୟୁନିୟନ ପ୍ରମୁଖ ଚାରି ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦିନ ୯ଘଟିକାରୁ ୧୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ଏହି ଧାରଣାରେ ବାଲେଶ୍ଵର ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।…

ଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା

ଚାରି ମାସରେ ୬ଥର କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି ଚିନ୍ତାଜନକ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦୁଛି ସରକାର ଭୁବନେଶ୍ୱର, ୦୧/୦୫/୨୦୨୬: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ୯୯୩.୩ ଟଙ୍କା ବୃଦ୍ଧି ସହିତ ସମ୍ପ୍ରତି ହୋଇଥିବା ଏଲପିଜି ଦରବୃଦ୍ଧିକୁ ଦୃଢ଼ ଭାବରେ…

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପ୍ରଶାସନିକ ଉଦାସୀନତାର ନଗ୍ନ ଚିତ୍ର !

ଆଦୀମ ଜନଜାତି ଜୁଆଙ୍ଗ ବର୍ଗଙ୍କ ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ମୁଖ୍ୟସଚିବଙ୍କ ନିକଟକୁ ପତ୍ର ଲେଖିଲେ ସମାଜସେବୀ କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଂଶପାଳ ବ୍ଳକ୍ ଅଧିନ କୋଡିପଶା ପଞ୍ଚାୟତର କୁଣ୍ଢେଇ / ଘୁଙ୍ଗି ଗାଁର ଆଦୀମ ଜନଜାତି ଜୁଆଙ୍ଗ ବର୍ଗର ଲୋକଙ୍କ…

ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” କୁ ମିଳିଲା ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ

କେନ୍ଦୁଝର: ୦୧/୦୫/୨୦୨୬- ହରିଚନ୍ଦନ ପୁର ବ୍ଲକର ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମରେ ଅବସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" କୁ ଶ୍ରମିକ ଦିବସ ଅବସରରେ " ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ -୨୦୨୬ ମିଳିଛି। ଗରିବ, ଅସହାୟ, ଭିନ୍ନକ୍ଷମ , ଅନାଥ ଓ…

ଶ୍ରମିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି- ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୬ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ ଆଜି ମିଳିଲା ୬,୦୦୦ ଶ୍ରମିକଙ୍କୁ ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କା ସହାୟତା…

ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିରରୁ ବଡ଼ ଚୋରି

ସୁନା ହାର, ମୁକୁଟ ଓ ଚାନ୍ଦିର ଚାନ୍ଦୁଆ ମିଶି ଆନୁମାନିକ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ ଓଡ଼ଗାଁ, ୧।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଅଞ୍ଚଳରେ ଥିବା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୧.୦୫.୨୦୨୬ ରିଖ : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ଟାଉନ୍ ହଲ୍, ଭବାନୀପାଟଣା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ…

ଗୁମ୍ମା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଙ୍ଗୁ ତାରିଣୀ ରେଡ୍ଡୀ ଗତକାଲି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗୁମ୍ମା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…