Browsing Category

ରାଜ୍ୟ

ଧାନ କିଣାରେ ଅନିୟମିତତା: ଝାରସୁଗୁଡ଼ାରେ ଚାଷୀଙ୍କ ଆକ୍ରୋଶ

 ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତରୀଣ ବିଷୟରେ ସମ୍ବଲପୁରର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ଚାଷୀ ସଂଗଠନ  ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାକୁ ନେଇ ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ଖରିଫ ଋତୁର ଧାନ…

ସରକାରୀ ଜଳ ଟ୍ୟାଙ୍କରରେ ରାଜନୈତିକ ପ୍ରଚାର ଅଭିଯୋଗ, ଜିଲ୍ଲା ପରିଷଦର ତୀବ୍ର ଅସନ୍ତୋଷ

ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସରକାରୀ ଅନୁଦାନରେ ଚାଲୁଥିବା ଜଳ ଟ୍ୟାଙ୍କରଗୁଡ଼ିକରେ ବେଆଇନ ଭାବେ ରାଜନୈତିକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବାକୁ ନେଇ ଜିଲ୍ଲା ପରିଷଦ…

ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ଲାଞ୍ଜିଆ ଗ୍ରାମ ଛକରେ ଗୋଟିଏ ଅଟୋ ଜଣେ ମୋଟରସାଇକେଲ କୁ ପଛପଟୁ ଧକ୍କା ଦେବା ଫଳରେ ଚାଳକ ବିଜୟ ରଣା ରାସ୍ତା ରେ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ…

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଘଟିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଗଭୀର…

ରେଳ ବିଭାଗର ସ୍ପଷ୍ଟୀକରଣ : ସାଉଥ୍ କୋଷ୍ଟ ରେଲୱେ ଯୋଗୁ ଓଡିଶାର କିଛି ହରାଇବାର ନାହିଁ

ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ପଲାସା-ଇଛାପୁରମ୍ ରୁଟ୍‌ର ୭ଟି ଷ୍ଟେସନ ରହିଛି, ଓଡିଶାର କିଛି କ୍ଷତି ନାହିଁ ୱାଲଟିୟର ଡିଭିଜନ୍‌ର ୬୯୬ କିଲୋମିଟର ରୁଟ୍‌ ରାୟଗଡା ଡିଭିଜନ ଅଧିନରେ ରହିବ ଏଭଳି ପ୍ରଚାର ତଥ୍ୟ ବିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଭୁବନେଶ୍ବର,୬ ମେ ୨୦୨୬:…

ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ ହେଉ

ଭୁବନେଶ୍ୱର,୫ା୫: ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟରେ ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଉତ୍ସବ…

ତହସିଲ ଅଫିସ ରେ ଆମରଣ ବସିଛନ୍ତି ବୃଦ୍ଧ ଦମ୍ପତି

ସୁବର୍ଣ୍ଣପୁର, ୬!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅଫିସ ସମ୍ଭୁଖ ରେ ଆମରଣ ଅନସନ ରେ ବସିଛନ୍ତି ବୃଦ୍ଧ ଦମ୍ପତି l ଚାଷ ଜମି କୁ ଯିବାକୁ କାରଣ ଓ ପାଣି ନାଲ ବନ୍ଦ କରିବା ବିରୁଦ୍ଧରେ ଧାରଣ l ତମାମୁରା ଗ୍ରାମର ଗୁପ ସାହୁ ଓ ପତ୍ନୀ ଅମୃତ…

ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ

ଚନ୍ଦନଭାଟିର ବିକାଶ ପାଇଁ କାମ ଜାରି ରହିବ- ନରସିଂହ ବଲାଙ୍ଗିର/ନିରୋଜ ମିଶ୍ର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷିକ୍ଷେତ୍ର ବଲାଙ୍ଗିରର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ ଏହି…

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଅନିୟମିତତା ନେଇ ବିଜୁ ଜନତା ଦଳ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୦୫/୦୫/୨୦୨୬: ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ, ଡ଼ ସସ୍ମିତ ପାତ୍ର ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ୨୮ ଏପ୍ରିଲ ୨୦୨୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

"ତାଙ୍କର ତ୍ୟାଗ, ସାହସ ଓ ସଂଗ୍ରାମ ଆଗାମି ପିଢ଼ି ପାଇଁ ପ୍ରେରଣାଦାୟକ ହୋଇରହିବ" ଭୁବନେଶ୍ୱର, ୦୫/୦୫/୨୦୨୬ :ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ) ଓଡ଼ିଶା ଇତିହାସର ଜଣେ ଅସାଧାରଣ ସଂଗ୍ରାମୀ ନାୟକ ଥିଲେ । ଜନଜାତି ସମାଜର ଅଧିକାର, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ ସେ ନିଜ ଜୀବନକୁ…