Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁଚିଣ୍ଡା ସହର ର ବିଭିନ୍ନ ହୋଟେଲ, ରେସ୍ଟୁରାଣ୍ଟରୁ ୨୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ଜବତ
କୁଚିଣ୍ଡା,(ଅଜୟ କୁମାର ବାଘ) : ସାରା ଦେଶରେ ସିଲିଣ୍ଡର ଗ୍ୟାସ ର ଅଭାବ ଦେଖିବାକୁ ମିଳୁଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନେକ ସ୍ଥାନରୁ ଅବୈଧ ଗ୍ୟାସ ସିଲିଣ୍ଡର ଜବଦ କରାଯାଉଥିବା ସତ୍ୱେ କେତେକ ସଂସ୍ଥା ଏବେ ବି ଅଧିକ ପଇସା ପାଇଁ ସିଲିଣ୍ଡର ବିକ୍ରି କରୁଥିବା ଦେଖିବାକୁ…
“ଜନ ଭାଗିଦାରୀ ଅଭିଯାନ: ସବସେ ଦୂର୍, ସବସେ ପହଲେ”
୧୮ ମେ ୨୦୨୬ ରୁ ଆରମ୍ଭ ହୋଇ ୨୫ ମେ ୨୦୨୬ ପର୍ଯ୍ୟନ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ର ନିର୍ଦ୍ଦେଶ ଅନୁଯାୟୀ, ଗଜପତି ଜିଲ୍ଲାର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଜନଜାତି ଭାଇ ଓ ଭଉଣୀମାନଙ୍କ ପାଖରେ ସରକାରୀ…
ବିଧାୟକଙ୍କ ବଦାନ୍ୟତା : ଦାଦନ ଯୁବ ଶ୍ରମିକଙ୍କ ଶବ ଆନ୍ଧ୍ରପ୍ରଦେଶରୁ ଗଜପତି ଆସିଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ନିୟମିତ ଧାରଣ କରିଛି। ବର୍ତ୍ତମାନ ପୁଣି ଜଣେ ଗୁମ୍ମା ବ୍ଲକର ଭୂବନି ପଂଚାୟତର ପୁତୁର ଗ୍ରାମର ଅବିମେଲ ଗମଙ୍ଗ ଙ୍କ ପୁଅ ଜୈରାଶ ଗମାଙ୍ଗ(୧୯) ୪ ମାସ ତଳେ ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଥିଲେ। ସେଠାରେ…
ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପାଇଁ ଜିଲ୍ଲା ସ୍ତରୀୟ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ଲାଗୁ କରାଯାଇଛି। ଏହିକ୍ରମରେ ଗଜପତି ଜିଲ୍ଲାରେ ଏସଆଇଆର୍ ଆରମ୍ଭ ହେବ। ଏଥି ନିମନ୍ତେ ଆଜି (ମଙ୍ଗଳବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା…
ଟେକ୍ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ
ଭୁବନେଶ୍ୱର , ମେ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏକ ୪ ଜଣିଆ ଛାତ୍ରଛାତ୍ରୀ ଟିମ୍ ‘ଟେକ୍ଜିଅମ୍ ୨୦୨୬’ କାର୍ଯ୍ୟକ୍ରମରେ ସମ୍ମାନ ଜନକ ‘ପିପୁଲ୍ସ ଚଏସ୍ ଆୱାର୍ଡ’ ବିଜେତା ହୋଇଛନ୍ତି । ଏଲ୍ ଆଣ୍ଡ ଟି…
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡରେ ଆଉ ୨ ଅଭିଯୁକ୍ତ ଗିରଫ
ଓଡ଼ଗାଁ, ୧୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବହୁଚର୍ଚ୍ଚିତ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମଙ୍ଗଳବାର ସେମାନଙ୍କୁ ପୋଲିସ ହେପାଜତକୁ ଆଣି ପଚରାଉଚରା କରାଯାଇଥିବା ବେଳେ, ଘଟଣା ସମ୍ପର୍କିତ…
ଇଶ୍ଵରପୁର ଫାଣ୍ଡି ଅଧିକାରୀ ନିଯୁକ୍ତି ଦାବୀ ରେ ଆସନ୍ତା ପଚିଶ ତାରିଖ ରୁ ଦାବୀ ହାସଲ ପର୍ୟ୍ୟନ୍ତ ସି ପି ଆଇ (ଏମ) ଦଳ…
ନୀଳଗିରି,ତା,୧୮/୦୫- ନୀଳଗିରି ଉପଖଣ୍ଡ ରେ ତିନୋଟି ଥାନା ଓ ଦୁଇଟି ଫାଣ୍ଡି ରହିଛି। ଦୁଇଟି ଫାଣ୍ଡି ମଧରୁ ଇଶ୍ଵରପୁର ଫାଣ୍ଡି ରେ ଦୀର୍ଘ ଦିନରୁ ଫାଣ୍ଡି ଅଫିସର ନାହାଁନ୍ତି। ଯାହାଦ୍ୱାରା ଉକ୍ତ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଚୋରି ,ରାହା ଜାନି, ବଳାତ୍କାର, ଖଣିଜ ସମ୍ପଦ ଲୁଟ ଅବିରତ ଚାଲିଛି।…
ନିତିଦିନିଆ ହେଲାଣି ବିଦ୍ୟୁତ୍ ବିଭ୍ରାଟ; କାଳବୈଶାଖୀ ପବନରେ ଭାଙ୍ଗିଲା ଗଛ,
୫ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ଓଡ଼ଗାଁ–ଶରଣକୁଳ ଅଞ୍ଚଳ
ଓଡ଼ଗାଁ, ୧୯।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଏବେ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି। କେବେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତ ଆଉ କେବେ କୌଣସି ଆକସ୍ମିକ କାରଣ…
ସଠିକ୍ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଉପରେ ଜୋର : ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରଙ୍କ…
କେନ୍ଦ୍ରାପଡ଼ା:୧୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର ଆୟରଙ୍କ…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ
ଜିଲ୍ଲାପାଳଙ୍କ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା
ବିପର୍ଯ୍ୟୟ ପରେ ପରେ ବିଦ୍ୟୁତ ସେବା, ଟେଲିଯୋଗାଯୋଗ ଏବଂ ଅତ୍ୟାବଶ୍ୟକୀୟ ରାସ୍ତାଘାଟର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରୁହ- ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ
-ବନ୍ୟା ଆଶ୍ରୟସ୍ଥଳୀରେ ଆଲୋକ,…