Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଞ୍ଜନଗର ଦଦରାଲୁଣ୍ଡା ପଞ୍ଚାୟତରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦାଦରାଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ରବିବାର ୨୪ ତାରିଖ ୨୦୨୭ ଦିବସ ରେ ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଏକ ବିଶାଳ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ…
ବ୍ରାହ୍ମଣ ସମାଜ ର ପ୍ରତିଷ୍ଠାତା ଶିବ ନାରାୟଣ ରଥଙ୍କ ପରଲୋକ
ବଲାଙ୍ଗୀର: ବଲାଙ୍ଗୀର ସହରର ଟିକ୍ରାପଡା ନିବାସି ତଥା ସହରରେ ବେଶ ପରିଚିତ ବ୍ଯକ୍ତି ଶିବ ନାରାୟଣ ରଥଙ୍କ ଗତକାଲି ରାତ୍ର ରେ ହୃଦଘାତ ଜନିତ ଅକାଳ ମୃତ୍ୟୁ ହୋଇ ଯାଇଛି। ଶ୍ରୀ ରଥ ଜିଳ୍ଲା ସ୍ଵାସ୍ଥ୍ୟ ବିଭାଗ ରେ ସରକାରୀ ଚାକିରି କରି ଅବସର ଗ୍ରହଣ ହୋଇଥୁଲେ। ସହରର ସମସ୍ତଙ୍କ ଠାରେ ଶିବ ଦାଦା…
ଓପିଜିସି ର ୟୁନିଟ୍-୧ ର ବ୍ୟାପକ ଆଧୁନିକୀକରଣ କାର୍ଯ୍ୟ ସଫଳତାର ସହ ସମାପ୍ତ; PPAର ଅବଧି ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି
ଇବ ଥର୍ମାଲ / ଭୁବନେଶ୍ୱର, 23.05.2026; ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (OPGC) ର ଷ୍ଟେଜ୍-୧ (୨x୨୧୦ ମେଗାୱାଟ୍) ଉତ୍ପାଦନ ୟୁନିଟ୍ଗୁଡ଼ିକର ବ୍ୟାପକ ଆଧୁନିକୀକରଣ (R&M) କାର୍ଯ୍ୟ ସଫଳତାର ସହ ସମାପ୍ତ କରିଛି। ଏହା ରାଜ୍ୟର ବିଦ୍ୟୁତ ଶକ୍ତି ଭିତ୍ତିଭୂମିର…
ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟି ବଳିଆ ନାହାକ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ସହରର ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଅପେରା "ଯାତ୍ରା ସିଂହବାହିନୀ "ର ନାଟକ ପରିବେଷଣ ଦେଖିବାକୁ ଆସି ବିଦ୍ୟୁତ୍ ଆଘାତ ଖାଇ ବଳିଆ ଗୁରୁତର ଆହତ ହୋଇ…
ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍
୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା
ଝରିଗାଁ ବ୍ଲକ୍ ଚଚାଠାରେ ସ୍ଥାପିତ ହେଲା ଏହି ନୂଆ ସବଷ୍ଟେସନ
ବ୍ରହ୍ମପୁର,ମଇ- ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତଠାରେ ଟିପି…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୯ତମ ଜାତୀୟ ରୋଜଗାର ମେଳା ଅବସରରେ ୫୧,୦୦୦ ରୁ…
ଭୁବନେଶ୍ୱର, ୨୩ ମେ ୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା…
ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ : ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି
ସମ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର, ମେ ୨୩: ରକ୍ତ କର୍କଟ ଆଉ ଦୂରାରୋଗ୍ୟ ହୋଇ ରହିନାହିଁ । ଏହାର ଚିକିତ୍ସା ସମ୍ଭବ ଓ ଏହାକୁ ପରାସ୍ତ କରିବା ସହ ରୋଗୀ ସୁସ୍ଥ ଜୀବନ ଶୈଳୀରେ ବଂଚିପାରିବ ବୋଲି କହିଛନ୍ତି ଓଡ଼ିଶା…
ଅଚ୍ୟୁତ ସାମନ୍ତଙ୍କୁ କ୍ରାଇଓଭା ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର, ୨୩ ।୫: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରୋମାନିଆର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ…
ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ
ମେ' ୨୭ରୁ ଏସଏସବି ୱେବ୍ସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ଼
ଭୁବନେଶ୍ୱର, ୨୩ ମେ' ୨୦୨୬: ଆସନ୍ତା ମେ' ୩୧ ତାରିଖରେ ଦୁଇ ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା। ଜୁନ୍ ୩ ତାରିଖରେ ବି.ଏଚ.ଏଡ଼ (ହିନ୍ଦୀ) ଓ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା…
ବଲାଙ୍ଗୀର ପାୟୋନୀଅର ଚାମ୍ପିୟନ୍ ଲିଗ୍। ୧୨ ବର୍ଷରୁ କମ୍ ଟି ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ବଲାଙ୍ଗୀର: ବଲାଙ୍ଗୀରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖ ରୁ ଆରମ୍ଭ ହୋଇଥିବା। ପାୟୋନିଅର ୧୨ ବର୍ଷରୁ କମ୍ ବୟସର ଜୁନିଅର୍ ଡ୍ୟୁସ ବଲ୍ ଟି ଟ୍ବେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗୀରର ୫ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଲିଗ ମ୍ୟାଚ୍ ପରେ ପଏଣ୍ଟ ଓ…