Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଆ ପକ୍ଷ ୨୦୨୬ ଅବସରରେ ୧୦ ମ ଦିନରେ “ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ”
https://youtu.be/8J7P9taxTgU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ ୨୦୨୬ । ଏହି ଓଡ଼ିଆ ପକ୍ଷ ୨୦୨୬…
ଆଦର୍ଶ ପଞ୍ଚାୟତ ହେବ ଯନ୍ତ୍ରୀ
ଦୁର୍ଗମ ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳଙ୍କ ମାରାଥନ ସମୀକ୍ଷା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗମ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଅପହଞ୍ଚ ଇଲାକାର କୋଣ ଅନୁକୋଣରେ ସରକାରୀ ସେବା ପହଞ୍ଚାଇବା ଲକ୍ଷ୍ୟରେ…
ଉଚ୍ଚତର ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଏଆର- ଏନ୍ଆର୍ସିୱାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଏପ୍ରିଲ ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସହିତ ଅରୁଣାଚଳ ପ୍ରଦେଶର ଡିରାଙ୍ଗ ସ୍ଥିତ ଆଇସିଏଆର-ନ୍ୟାସନାଲ୍ ରିସର୍ଚ୍ଚ ସେଂଟର ଅନ୍ ୟାକ (ଏନ୍ଆର୍ସିୱାଇ) ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ସୋଆ କୁଳପତି ପ୍ରଫେସର (ଡକ୍ଟର)…
କେନ୍ଦ୍ରାପଡ଼ାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ: ୧୬୦ ଲିଟର ଅବୈଧ ମଦ ଜବତ, ୬ ଗିରଫ ।
କେନ୍ଦ୍ରାପଡା:୧୦/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ମଦ ବ୍ୟବସାୟ ଉପରେ ଅବକାରୀ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଅବୈଧ ମଦ ଜବତ କରାଯାଇଛି। ଜିଲ୍ଲାପାଳ ଶ୍ରୀ…
ସମୂହ ବ୍ରତୋପ୍ନୋନୟନ୍ ଓ ମହିଳା ମହା ରୁଦ୍ରମ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ।
ବାସୁଦେବପୁର -ଶୁଭୁଛି ଶଙ୍ଖ ଧ୍ୱନି, ଚାଲିଛି ବେଦ ମନ୍ତ୍ର ପାଠ, ନନା ଙ୍କ ମନ୍ତ୍ର ପାଠ ଚାଲିଛି, ବେଦୀ ରେ ବସିଛନ୍ତି ବ୍ରହ୍ମଚାରି, ସମୂହ ବ୍ରତୋପୋନୟନ୍ ଚାଲିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଗଦା ବିନାୟକପୁର ରେ, ସହ ଶହ ସଂଖ୍ୟା ରେ ଲୋକ ମାନେ ଉପସ୍ଥିତ…
ଚାଲନ୍ତୁ ଅଗ୍ନିଶମ୍ କେନ୍ଦ୍ର କୁ ଯିବା କାର୍ଯ୍ଯ କ୍ରମ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଦମକଳ କେନ୍ଦ୍ର କାର୍ଯ୍ୟାଳୟ ରେ ଚାଲନ୍ତୁ ଅଗ୍ନି ଶମ କେନ୍ଦ୍ର କୁ ଯିବା କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ବିଡ଼ିଓ ତନ୍ମିତା କର, ଅତିରିକ୍ତ ତହସିଲଦାର ଯୋଗ ଦେଇଥିଲେ। ଏହି ଅବସର ରେ ଅଗ୍ନିଶମ…
ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍: ୮୦୦୦ ଉପଭୋକ୍ତା ଉପକୃତ
ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି । ଏହି କ୍ରମରେ କମ୍ପାନୀ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ…
ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ…
ଏହି ପଦକ୍ଷେପ ଦ୍ବାରା ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ଉନ୍ନତି ହେବା ସହ ନିଯୁକ୍ତି ସୁଯୋଗ ବଢିବ
ଭୁବନେଶ୍ବର, ୧୦ ଏପ୍ରିଲ, ୨୦୨୬: ଭାରତର ବୃହତ୍ତମ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍ ଏଣ୍ଡ୍ ପାଓ୍ବାର ଲିଃ ( ସିଂଘଲ୍…
ପଞ୍ଚପଡ଼ା ହାଇସ୍କୁଲରେ ବେଦାନ୍ତର ଅଗ୍ନିସୁରକ୍ଷା ମକଡ୍ରିଲ
ଝାରସୁଗୁଡ଼ା, ୧୦/୦୪( )– ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଳୁମିନା କାରଖାନାର ସିଏସଆର କାର୍ଯ୍ୟକ୍ରମ ଅନୁସାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚପଡ଼ାରେ ଅଗ୍ନିସୁରକ୍ଷା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବେଦାନ୍ତ କାରଖାନାର ଅଗ୍ନି ସୁରକ୍ଷା…
ସାପ ଖାଇବାକୁ ଆସିଥିଲା ଅହିରାଜ:!
ଓଡ଼ଗାଁରୁ ୧୧ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର
ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ାଝୋଲା ସେକ୍ସନ ନିକଟସ୍ଥ ଘଡେ଼ଇ ବନ୍ଧ ଗାଁରୁ ଗୁରୁବାର ଅପରାହ୍ନରେ ଏକ ବିରାଟ ଅହିରାଜ (କିଙ୍ଗ କୋବ୍ରା) ସାପକୁ ବନ ବିଭାଗ ଉଦ୍ଧାର କରିଛି।…