Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ୱରରେ ୨ୟ ଅଲ୍ ଇଣ୍ଡିଆ JKA କରାଟେ ଚାମ୍ପିଅନସିପ୍–୨୦୨୬ ଓ JKAWF INDIA ବାର୍ଷିକ ସମର କ୍ୟାମ୍ପ
ଭୁବନେଶ୍ୱର, ୨ ଜୁନ: ଓଡ଼ିଶା ପୁଣିଥରେ ଏକ ବୃହତ୍ ଜାତୀୟ କ୍ରୀଡ଼ା ଆୟୋଜନର ସାକ୍ଷୀ ହେବାକୁ ଯାଉଛି। ଆସନ୍ତା ଜୁନ ୫ରୁ ୭ ତାରିଖ, ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ JKAWF INDIA ବାର୍ଷିକ ସମର କରାଟେ କ୍ୟାମ୍ପ–୨୦୨୬ ଏବଂ…
ଅଧ୍ୟକ୍ଷା ରଶ୍ମୀ ରାଉତରାୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଚୌଦ୍ୱାର: ଚୌଦ୍ୱାର କଲେଜ ଅଧ୍ୟକ୍ଷା ରଶ୍ମୀ ରାଉତରାୟ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ କଲେଜ ଅଡିଟୋରିୟମରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ସାହୁ ପୌରୋହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ସଭାରେ ଡାକ୍ତର ସତ୍ୟବ୍ରତ…
ପ୍ରାଥମିକ ଶିକ୍ଷକ ଙ୍କୁ ଅଣଦେଖା,ସରକାର ମାଧ୍ୟମିକ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ରୂପେ ୨୪୭୯ ଜଣ ଙ୍କୁ ପଦୋନ୍ନତି ଦେଇ…
ନବରଙ୍ଗପୁର 04/06/2026,ପ୍ରାଥମିକ ଶିକ୍ଷକ ନିଜ ମନ ଧନ ଲୟ ରେ ଶିଶୁକୁ ଗଢ଼ି ତୋଳି ଚରିତ୍ର ,ଶୃଙ୍ଖଳା ,ଉତ୍ତମ ମେଧା ଛାତ୍ର ତିଆରି କରିବା ରେ ମୁଖ୍ୟଭୂମିକା ରହିଥିଲାବେଳେ, ଶିଶୁର ପ୍ରାରମ୍ଭିକ ଗୁରୁଙ୍କୁ ଅବହେଲିତ କରିବାକୁ ଓଡ଼ିଶାର ଅଭିଭ।ବକ ଓ ପ୍ରାଥମିକ ଶିକ୍ଷକ ଗ୍ରହଣ…
ଭଞ୍ଜନଗର ପୌର ପରିଷଦ ଆନୁକୂଲ୍ୟରେ “ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ଅନୁଷ୍ଠିତ
ସଫେଇ ଅଭିଯାନରେ ସାମିଲ ହେଲେ ପ୍ରଶାସନ ଓ ଛାତ୍ରଛାତ୍ରୀ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜୁନ୍ ମାସ ୪ ତାରିଖ ଗୁରୁବାର ଦିନ ଭଞ୍ଜନଗର ପୌରପରିଷଦ ଆନୁକୂଲ୍ୟରେ “ଆମ ଗଞ୍ଜାମ ସ୍ବଚ୍ଛ…
ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲାର ଦଳିତ ଓ ଆଦିବାସୀମାନେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦଳିତ ଓ ଆଦିବାସୀମାନଙ୍କ ଅଧିକାରୀ ପାଇଁ ସଂଗ୍ରାମ କରି ଆସୁଥିବା ବିଭିନ୍ନ ସଂଗଠନ ଯଥା ଏଆଇକେଏମ ଏସ୍ , ଓଡ଼ିଶା…
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢାଉ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ରୋହିଗାଁ ରେ ଚଢ଼ାଉ କରି ସଫଳତା ପାଇଛନ୍ତି। ଯାହାକି ଉକ୍ତ ଗାଁ ରେ ଏକ ବଡ଼ ଧରଣର ଜୁଆ ଆଡ଼କୁ ଘେରାଉ କରି ପ୍ରାୟ ୨୦ ଜଣ ଜୁଆଡି କୁ କାବୁ କରି ନଗଦ ୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ୧୫ ଟି…
ଜୟଦେବ ଭବନ ଠାରେ ସଂଗୀତର ‘ଭିନ୍ନ ଋତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ
https://www.youtube.com/watch?v=impb4oO3J4U
ଭୁବନେଶ୍ବର / ପାରଳାଖେମୁଣ୍ଡି : ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ…
ବିଜୁଳି ଉତ୍ପାଦନ ରାଜ୍ୟ କ୍ଷେତ୍ରରେ ଓପିଜିସି ପ୍ରଥମ
ଝାରସୁଗୁଡା: ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ନିଜର କ୍ରମାଗତ ଉନ୍ନତ ପ୍ରଦର୍ଶନର ର ଧାରା ଧାର ଜାରି ରଖୁଛି। ମଇ ମଇ ୨୦୨୬ ମଧ୍ୟରେ ଦେଶରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରେ…
କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ
ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ
ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୦୩/୦୬ : ସାମୁହିକ ଓ…
ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ: ମନମୋହନ ସାମଲ
ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜନଜାତି କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ
ଭୂବନେଶ୍ୱର, ତା.୦୩/୦୬: ଆଜି…