Browsing Category

ରାଜ୍ୟ

ଓଡ଼ିଆ କାବ୍ୟ ପୁରାଣ ନୃସିଂହାବତାର ଉନ୍ମୋଚନ !

ବ୍ରହ୍ମପୁର: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ନୃସିଂହ ମନ୍ଦିର ପରିସରରେ କବି ଶ୍ରୀମାନ ରାଇରଞ୍ଜନ ନନ୍ଦଙ୍କ ନରସିଂହ ଚରିତ ରଚିତ ଏକ କ୍ଷୁଦ୍ର କାବ୍ୟ ତଥା ପୁରାଣ " ନୃସିଂହାବତାରମ୍" ର ଶୁଭ ଉନ୍ମୋଚନ ବୁଦ୍ଧିଜୀବୀଙ୍କ ଗହଣରେ ପ୍ରଭୁ ଶ୍ରୀ ନରସିଂହଙ୍କ…

ଗଞେଇ ଜବତ, ଚାଲାଣ କାରୀ ଗିରଫ।

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସ୍କା ରୋଡ୍ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବୋଲେରୋ ନିଓ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲେ।ସେଥି ମଧ୍ୟରୁ ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀ ଏସ୍ ଶିବା ରାଓ ନାମକ ଜଣେ ଯୁବକ କୁ କାବୁ କରିଥିବାବେଳେ…

ବିଦ୍ୟାଳୟ କାନ୍ଥ ଭାଙ୍ଗି ମୃତ ଶିଶୁଙ୍କ ପରିବାରକୁ ଭେଟିଲେ ମହିଳା ସମାଜସେବୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଅନ୍ତରାଳ ପଂଚାୟତର ରୁବୁଡସିଂ ପ୍ରାଥମିକ ବିଦ୍ୟାଳୟର କାନ୍ଥ ପଡି ୨ କୋମଳ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ମହିଳା ସମାଜସେବୀ ନିର୍ମଳା…

୬ ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ଜିଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

 ଜଗତସିଂହପୁର,ତା-୨୯.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର-()ଉତ୍କଳ ସାମ୍ବାଦିକ ସଂଘ ,ଓଡିଶା ଡାକରା ବୁଧବାର ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ୬ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ଜିଲା ସାମ୍ବାଦିକ ସଂଘ…

ଜଗତସିଂହପୁର: ସ୍ବତନ୍ତ୍ର ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟରେ ପ୍ରଥମ ଦିନ

ଜଗତସିଂହପୁର,ତା-୨୯.୦୪.୨୦୨୬/ସୁମନ୍ତକୁମାରଦାସ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶନାମା ରେ ସ୍ବତନ୍ତ୍ର ଅମାନିଆ ଗାଡ଼ି ଚାଳକ ଙ୍କୁ ସାବାଡ଼ କରିବା ପାଇଁ ପାରାଦ୍ୱୀପ ଠାରେ ମଦ୍ୟପ ଚାଳକ ମାନଙ୍କୁ ନଜର ରଖାଯାଇ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ…

ଏଥୋସ ଗ୍ଲୋବାଲ ପକ୍ଷରୁ ଏନର୍ଜି ଡ୍ରିଙ୍କ ଫ୍ୟାନ୍‌ଟୋମ୍ ର ବଜାର ପ୍ରବେଶ

  ଭୁବନେଶ୍ୱର: ଓଡିଆ ଉଦ୍ୟୋଗୀ ଅଙ୍କିତ ଖଣ୍ଡେଲୱାଲଙ୍କ ଦ୍ୱାରା ପରିଚାଳିତ ଏକ ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏଥୋସ୍ ଗ୍ଲୋବାଲ ପକ୍ଷରୁ ଏହାର ନୂତନ ଏନର୍ଜି ଡ୍ରିଙ୍କ ଫ୍ୟାନ୍‌ଟୋମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି ଯାହାକୁ ଆଜିର ଦ୍ରୁତ ଗତିଶୀଳ ଯୁବପିଢିଙ୍କ ବେଗ, ମହତ୍ୱାକାଂକ୍ଷା ଓ…

ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରରେ ରକ୍ତଦାନ ଶିବିର

ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସାମାଜିକ ଦାୟିତ୍ୱ ଏବଂ ସମୁଦାୟର କଲ୍ୟାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଇ ବ୍ରହ୍ମପୁରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି ।…

ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ

ଭୁବନେଶ୍ୱର, ୨୯/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ନୟାଗଡ଼ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

‘ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ଲାଗୁ  କରିବାକୁ  ଦାବି’   ନୟାଗଡ଼ : -  ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲାର ୭ଟି ବ୍ଲକରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି…

ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟରେ ପ୍ରଥମ ପଶୁଚିକିତ୍ସା ଔଷଧ ସମ୍ମିଳନୀ -୨୦୨୬

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟରେ ପ୍ରଥମ ପଶୁଚିକିତ୍ସା ଔଷଧ ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ତୃତୀୟ ବର୍ଷର ପଶୁଚିକିତ୍ସା ଛାତ୍ରମାନଙ୍କ ପାଇଁ ଆୟୋଜିତ ହୋଇଥିଲା ଯେଉଁମାନେ ସେମାନଙ୍କର…