Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିକୁଦା ବ୍ଲକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ
ବାଲିକୁଦା, (ବିଚିତ୍ର ରଞ୍ଜନ ସାହୁ) :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ସରକାର ଗଠନର ୨ବର୍ଷର ପୂର୍ତ୍ତି ଅବସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ୪ ଦିନ ଧରି ଜାରି ରହିଥିଲା । ଆଜି ଅନ୍ତିମ…
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ତାଙ୍କୁ ଦଳରେ ସାମିଲ କଲେ
ତୃଣମୂଳସ୍ତରରେ ଦଳ ସୁଦୃଢ ହେବ କହିଲେ ବରିଷ୍ଠ ନେତୃବୃନ୍ଦ
ଭୁବନେଶ୍ୱର, ୨୫/୦୬/୨୦୨୬: ପୂର୍ବତନ ଆଇଏଏସ୍ ଶ୍ରୀମତୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଯୋଗଦାନ ଦଳକୁ…
ଝାରସୁଗୁଡ଼ା ଜିଲ୍ଲାର ୪୧୪ ପରିବାରଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ଲାଗି ଟିପିଡବ୍ଲୁଓଡିଏଲ୍ ଏବଂ ବେଦାନ୍ତ…
ଝାରସୁଗୁଡ଼ା ଜୁନ ୨୫:ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ…
ବିଜେଡିକୁ ଝଟକା: ୧୫ ବର୍ଷର ସମ୍ପର୍କ ଛିନ୍ନ କଲେ ଜୟନ୍ତ ଦୀକ୍ଷିତ
ଝାରସୁଗୁଡ଼ା, ୨୫ ଜୁନ:ବିଜୁ ଜନତା ଦଳ (ବିଜେଡି)କୁ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବ୍ରଜରାଜନଗରର ବରିଷ୍ଠ ନେତା ଜୟନ୍ତ କୁମାର ଦୀକ୍ଷିତ ଗୁରୁବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ସ୍ୱାକ୍ଷରିତ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ…
ଦୁରୁଆ ଭାଷାକୁ ସରକାରୀ ମାନ୍ୟତା ଦାବି ନେଇ ମାଲକାନଗିରି ବିଧାୟକଙ୍କୁ ଦୁରୁଆ ସମାଜ ପକ୍ଷରୁ ସ୍ମାରକପତ୍ର ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାର ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ ‘ଦୁରୁଆ ସମାଜ’ ପକ୍ଷରୁ ସେମାନଙ୍କ ମାତୃଭାଷା "ଦୁରୁଆ ପାଟା" (ଦୁରୁଆ ଭାଷା) କୁ ରାଜ୍ୟ ସରକାରଙ୍କ ସରକାରୀ ଜନଜାତି ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜୋର ଧରିଛି। ଏହି…
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବନ କର୍ମଚାରୀମାନେ ଆଜି ସକାଳେ ପଦ୍ମଗିରି ଛକ ଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛ କୁ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସଫଳ ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋ ଗାଡ଼ିରେ କଇଁଛ…
କାନ୍ଧ ନ ମିଳିବାରୁ ସାଇକେଲରେ ଶବ ବୋହିଲେ ଝିଅ ଓ ନାତି : ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ କାନ୍ଧ ନ ମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ।ଶେଷରେ ମୃତକଙ୍କ ନାତି ବାଧ୍ୟ ହୋଇ ଆଇ ଙ୍କ…
“ଆମ ପରମ୍ପରା ପ୍ରତି ଜାଗ୍ରତା କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ”
ଉପାନ୍ତ ଅଞ୍ଚଳରେ ଓଡ଼ିଶୀର ପ୍ରଚାର ପ୍ରସାର
https://youtu.be/e1FTVGXpfKM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା–୨୦୨୬ ସଫଳତାର ସହ…
ଗତ କାଲି ରାତି ରେ ପ୍ରବଳ ବର୍ଷା ରେ ଆଦିବାସୀ ଗ୍ରାମ ରେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତକାଲି ଅପରାହ୍ନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା। ସେଇ ପ୍ରବଳ ବର୍ଷା ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗିପୁର କଲୋନୀ ସାହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପହଞ୍ଚି, ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ମିଶି…
ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ…
କଡ଼ା ଅନୁପାଳନ ଏବଂ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ଜୁନ୍ ୨୪, ୨୦୨୬: ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ରାଜ୍ୟର ସମସ୍ତ…