Browsing Category

ରାଜ୍ୟ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ପାଳନ ୨୦୨୬,

 ନବରଙ୍ଗପୁର ୨୬.୬.୨୦୨୬:ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ନିରୋଧ ଦିବସ ୨୦୨୬ ପାଳନ ହୋଇ ଯାଇଛି। ଜିଲ୍ଲା ଅବକାରୀ ବିଭାଗ ଏବଂ  ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୂଲ୍ୟରେ  ସକାଳ ୮.୩୦ ରେ ଏକ  ସଚେତନତା ଶୋଭାଯାତ୍ରା  ଗାନ୍ଧୀ ଛକ  ଠାରୁ…

“ବିକାଶର ଧାରା ଓଡ଼ିଶା ସାରା-୨୦୨୬” ର ଦ୍ଵିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରେ “ବିକାଶର ଧାରା ଓଡ଼ିଶା ସାରା-୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଓ ଜିଲ୍ଲା…

ଝାରସୁଗୁଡାରେ ଦୁଇ ଥିମେଟିକ ପ୍ରବେଶ ପଥର ଉଦ୍‌ଘାଟନ, ସହର ସୌନ୍ଦର୍ଯ୍ୟକରଣକୁ ମିଳିଲା ନୂଆ ଦିଗ

ଝାରସୁଗୁଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡା ସହରର ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ବଡ଼ମାଳ ଓ ତାଲପାଟିଆଠାରେ ନିର୍ମିତ ଦୁଇଟି ଥିମେଟିକ ପ୍ରବେଶ ପଥର ଶୁଭ ଉଦ୍‌ଘାଟନ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ…

ବିଧାୟକଙ୍କ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ଲଇକେରା ବ୍ଲକ ଅଧିନସ୍ଥ ନିକ୍ତିମାଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି l ବିଧାୟକ ଶ୍ରୀ ତ୍ରିପାଠୀ ସ୍କୁଲ ର ଶ୍ରେଣୀ କୋଠରୀ, ଶୌଚାଳୟ, ବଗିଚା ଇତ୍ଯାଦି ବୁଲି ଦେଖିବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର…

ଗୁଣପୁର ଠାରେ ନିଶା ମୁକ୍ତ ଭାରତ ଅଭିଯାନ ଆରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ୨୬/୬ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ନେଇଁ ଗୁଣପୁର ଉପ ଜିଲ୍ଲା ପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ନିଶା ମୁକ୍ତ ଭାରତ ଅଭିଯାନ ଆରମ୍ଭ କରା ଯାଇଥିଲା। ଆନ୍ତର୍ଜାତିକ ନିଶା ସେବନ…

କେଲେଣ୍ଡାମାଲରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ

ଝାରସୁଗୁଡ଼ା: କୋଲାବିରା ବ୍ଲକ ଅଧିନସ୍ଥ କେଲେଣ୍ଡାମାଲ ପଞ୍ଚାୟତ କାର୍ଯ୍ୟାଳୟ ରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶୁଶ୍ରିତା ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରତିନିଧି ରାଜେଶ ଦାଶ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଝାରସୁଗୁଡ଼ାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗୃହୀତ ହେଲା ୫୮ ୟୁନିଟ୍ ରକ୍ତ

ଝାରସୁଗୁଡ଼ା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଏକ ଘରୋଇ ହୋଟେଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ମୋଟ ୫୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରଗଡ଼…

ବିଶ୍ୱ ମାଷ୍ଟର ଆଥଲେଟିକ୍ସରେ ଖେଳିବେ ଗଜପତିର କିଶୋର ରଥ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବରିଷ୍ଠ କ୍ରୀଡାବିତ୍ କିଶୋର ଚନ୍ଦ୍ର ରଥ ବିଶ୍ୱ ମାଷ୍ଟର ଆଥଲେଟିକ୍ସରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୬୦ରୁ ଉର୍ଦ୍ଧ୍ବ ବୟସରେ ମଧ୍ଯ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗନେଇ ବହୁବାର ପଦକ ହାସଲ କରିଛନ୍ତି।…

ନାଟକ ଏ ମନ କାଶୀ ବୃନ୍ଦାବନ ମଞ୍ଚସ୍ଥ

ବାଣପୁର:(ସେକ୍ କୌସର):ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ମଙ୍ଗରାଜ ପୁର ଗ୍ରାମ ରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଦ୍ୱାରା ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଛି। ନିହାର ରଞ୍ଜନ ସାମନ୍ତରା ଙ୍କ ରଚିତ ଗୁରୁଶ୍ରୀ ପର୍ଶୁରାମ ସାହୁ ଙ୍କ ବଳିଷ୍ଠ ନିର୍ଦେଶନା ରେ…

ଆର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ବିରୋଧ ଦିବସ-୨୦୨୬ ଅବସରରେ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି (ଗୁରୁବାର) ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ…