Browsing Category

ରାଜ୍ୟ

ପ୍ରକାଶ ପାଇଲା ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ରେଜଲ୍ଟ

ସାମ୍ସ ପୋର୍ଟାଲରେ ନିଜର ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ ଭୁବନେଶ୍ୱର,୧୦ ଜୁଲାଇ,୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି।…

ସାମ୍ବାଦିକଙ୍କ ଭତ୍ତା ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବେଲଗୁଣ୍ଠା, ୧୦/୦୭-(ଶିବରାମ ଚୌଧୁରୀ )-: ସାମ୍ବାଦିକମାନଙ୍କ ଭତ୍ତା, ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଭଏସ ଅଫ ମିଡ଼ିଆ ସଂଗଠନ ପକ୍ଷରୁ ଗୁରୁବାର ଦିନ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ

୧୭୦୦ ବାୟୋ-ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନ୍, ୪୭୦ ସିସିଟିଭି କ୍ୟାମେରା, ୧୬ ସ୍ଥାୟୀ ଟେଲିକମ ଟାୱାର ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ…

ଖୋଲିଲା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦାନ ହୁଣ୍ଡି

ଦୀର୍ଘ ମାସର ବ୍ୟବଧାନରେ ଖୋଲିଲା,ଐତିହାସିକ ଭଞ୍ଜବଶିଂୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ଦାନ ହୁଣ୍ଡି। ସେଥିରେ ପୁଣି ଅନେକ ଚିରାଫଟା ଓ କଳଙ୍କି ଯୁକ୍ତ ମୁଦ୍ରା ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଦୀର୍ଘ ମାସର ବ୍ୟବଧାନରେ ଅର୍ଥାତ୍ ଦୁଇବର୍ଷ ପରେ ଅଦ୍ୟ…

ଜନଗଣନା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ, ତା.୧୦.୦୭.୨୦୨୬ ରିଖ - ଜନଗଣନା-୨୦୨୭ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଆଜି ସଫଳତାର ସହ ସମାପ୍ତ ହୋଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ସହକାରୀ ନିର୍ଦ୍ଦେଶକ…

କେନ୍ଦ୍ରୀୟ ବିଦ୍ୟାଳୟ, ପାଲଲହଡ଼ାର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ • ମୋର ଜନପ୍ରତିନିଧିର ପରିଚୟ ପାଲଲହଡ଼ା ହିଁ ଦେଇଛି ଏବଂ ଏହି ଅଞ୍ଚଳର ମୂଳ ପୁଞ୍ଜି ପାଠ • ପାଠପଢ଼ା କେବଳ ବହି ଭିତରେ ସୀମିତ ନରହି ରୋଜଗାରଭିତ୍ତିକ ଓ ସ୍କିଲ୍-ଆଧାରିତ ହେବ…

ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ, ଦାବି ପୁରଣ ନହେଲେ ଦୁର୍ବାର ଆନ୍ଦୋଳନ

ଭୁବନେଶ୍ୱର : ସ୍ଥାନୀୟ ବୁଦ୍ଧ ମନ୍ଦିର ରିସରରେ ୬୬୨ ବର୍ଗ କଲେଜ ସଂଘ ତା’ର ୨୩ତମ ସ୍ୱନକ୍ଷତ୍ର ଦିବସ ପାଳନ କରିଛି । ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ସଂଘ ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ଅହରହ ଉଦ୍ୟମ କରି ଆସିଛି । ଆନେ୍ଦାଳନ ଫଳରେ ସରକାର ୬୬୨ କଲେଜ ଗୁଡ଼ିକୁ ଅନୁଦାନ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖ: ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜୁଆଙ୍ଗ ଜନଜାତି

 କେନ୍ଦୁଝର ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର, ୦୯/୦୭/୨୦୨୬: ରାଜ୍ୟର ବିକାଶ ନେଇ ମିଛ ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଆଦିମ ଜନଜାତି ।…

ଏଏମ୍/ଏନ୍‌ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପରେ ବୃତ୍ତିଭିତ୍ତିକ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ପାରାଦ୍ଵୀପ, ଜୁଲାଇ ୦୯, ୨୦୨୬:ଏଏମ୍/ଏନ୍‌ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପ ପୌରପାଳିକାର ସହଭାଗୀତାରେ ପାରାଦ୍ଵୀପ ପୌରପାଳିକାର ୩ ନମ୍ବର ୱାର୍ଡସ୍ଥିତ କଲ୍ୟାଣ ମଣ୍ଡପଠାରେ ଏହାର ସିଏସ୍‌ଆର୍ କାର୍ଯ୍ୟକ୍ରମପ୍ରକଳ୍ପ ‘ଦକ୍ଷ’ ଅଧୀନରେ ଏକ ବୃତ୍ତିଭିତ୍ତିକ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ…

ବନ୍ଧୁକ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ:ୱାର୍ଡ ସଭ୍ୟଙ୍କ ସ୍ବାମୀ ଗିରଫ

ପୀଡ଼ିତା ପରିବାରକୁ ଖାପ ପଞ୍ଚାୟତର ଜରିମାନା ଓ ବାସନ୍ଦ ଅଭିଯୋଗ ଓଡ଼ଗାଁ, ୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ଏବଂ ପରବର୍ତ୍ତୀ ସମୟରେ ଖାପ ପଞ୍ଚାୟତ…