ସର୍ବଶିକ୍ଷା ଅଭିଯାନ ପାଲଟିଛି ସର୍ଵଖିଆ ଅଭିଯାନ।
କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ : ସରକାରୀ ବିଦ୍ୟାଳୟ ପାଲଟିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅଖାଡା ସ୍ଥଳୀ। ଏ ପରି ଅଭାବନିୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପଲ୍ଲୀ ଶିକ୍ଷାଶ୍ରମ ଢି଼ଅ ମୁଗୁବାଡି ଗ୍ରାମରେ । ଦିନ 12, 10ମିନିଟ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ…