ଜିଲ୍ଲା ଲେଖକ ପରିଷଦ ତରଫରୁ ଜୁନ୍ ୩ ରେ ବହୁଭାଷୀ କବିତା ଉତ୍ସବ
ବଲାଙ୍ଗିର -(ନିରୋଜ ମିଶ୍ର) - ଆସନ୍ତା ଜୁନ ମାସ ୩ ତାରିଖ ରବିବାର ଦିନ ପୂର୍ବାହ୍ନ ୯ ଘଣ୍ଟା ସମୟରୁ ବଲାଙ୍ଗିର ସହରର ଉପକଣ୍ଠସ୍ଥ ପଥରଚେପା “ପଞ୍ଚବଟୀ” ଅରୁଣ ମିଶ୍ରଙ୍କ ପାଟଣାଗଡ ରୋଡ ସ୍ଥିତ ଆମ୍ବ ବଗିଚା ଠାରେ ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ଶତାଧିକ…