ରେଡକ୍ରସ ପକ୍ଷରୁ କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ।
ଯାଜପୁର, ଜୟଶଙ୍କର ଦାଶ: ବିଂଝାରପୁର ବ୍ଲକର ଅରେଇ ପଂଚାୟତ ପଦାସାହୀ ଗ୍ରାମର ପଂଚାନନ ଜେନାଙ୍କ ପତ୍ନୀ କେତକୀ ଜେନା ଓ ତାଙ୍କର ଦୁଇ କନ୍ୟା ମାନସିକ ଅବସାଦ କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…