ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ
ବିନାୟକ କର ସଭାପତି, ୫ ଉପସଭାପତି, ୮ ସାଧାରଣ ସମ୍ପାଦକ
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର…