“କୋଶଲୀ ଭାଷାରେ ସାମୁହିକ ସୃଜନକର୍ମ ଭାଷାକୁ ଆହୁରି ବଳିଷ୍ଠତା ପ୍ରଦାନ କରିବ”
କୋଶଲୀ ପତ୍ରିକା “ତହଁକ” ଉନ୍ମୋଚିତ
ବଲାଙ୍ଗିର (ନିରୋଜ ମିଶ୍ର)-: ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଲୀ ପତ୍ରିକା “ତହଁକ୍”ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ତହଁକ୍ ପତ୍ରିକା ସହ ‘ଭାବର୍ ପଦେ’ ଏବଂ ‘ଝାର’ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏଥିରେ ସାହିତ୍ୟିକ ଗୋପୀନାଥ…