“ଆୟୁଷ୍ମାନ ଯୋଜନା ପ୍ୟାକେଜ ସ୍ୱାସ୍ଥ୍ୟସେବା ମାନ କମାଇବ, ଦୁର୍ନୀତିକୁ ପ୍ରୋତ୍ସାହିତ କରିବା” 

ଆଇଏମଏର ଏଭଳି ମନ୍ତବ୍ୟ ପରେ ପ୍ରତାପ କହିଲେ " ଧର୍ମେନ୍ଦ୍ର ଭୁଲ ମାଗନ୍ତୁ" ଭୁବନେଶ୍ୱର : ଆୟୁଷ୍ମାନ ଯୋଜନା ଲାଗି ଓକିଲାତି କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନକୁ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଆଜି…

ଅରଖପଦର ସଂରକ୍ଷିତ ଜଙ୍ଗଲରେ କୁଟୁରା ଶିକାର

ବନ୍ଧୁକ ସହ ୧ ଅଭିଯୁକ୍ତ ଗିରଫ ୨ ଫେରାର, ୨ କେଜି ରନ୍ଧା ମାଂସ ଜବତ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ସଂରକ୍ଷିତ ଜଙ୍ଗଲରୁ ଏକ କୁଟୁରା ଶିକାର କରି ୩ ଜଣ ଶିକାରୀ ତାର ମାଂସ ବିକ୍ରି କରିବା ପରେ ନିଜେ ଖାଇବା ପାଇଁ ରଖିଥିବା କିଛି ମାଂସକୁ ଜଙ୍ଗଲ…

ନଳକୂଅ ଚୋରି…: ମୁଖ୍ୟମନ୍ତ୍ରୀ ମହୋଦୟ ଏମାନେ କଣ ଆପଣଙ୍କ ରାଜ୍ୟର ପ୍ରଜା ନୁହନ୍ତି ??

    ମହଙ୍ଗା ପଡିଲା ଭୋଟ ରାଜନୀତି : ଖୋଳା ଯାଇଥିବା ନଳକୁପ ରାତିଅଧିଆ ହେଲା ଗାଏବ ବୌଦ୍ଧ(ସିମୁନ୍ ନାଏକ) : ଆମେ ପାଠ ପଢିଲା ବେଳେ ଗୋଟାଏ ଗପ ପଢ଼ୁଥିଲୁ "କୂଅ ଚୋରି" `| ଏବେ କିନ୍ତୁ ଟିକେ ଗର୍ହିତ ଚୋରି ହୋଇଛି | ସେଇଟା ହେଲା "ନଳକୂଅ ଚୋରି" `| କୂଅ ଚୋରି କାଳ୍ପନିକ ଥିଲା, ହେଲେ ଆମେ…

ବଜ୍ରପାତରେ ୨ ଯୁବକ ଆହତ, ୪ ଛେଳି ମୃତ

  ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମଲିକପଡା ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୪ ଟା ବେଳେ ବଜ୍ରପାତ ଘଟି ୪ ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଅନ୍ୟପଟେ ଛେଳି ଚରାଇବାକୁ ଯାଇଥିବା ଜଳିଆ ଦେହୁରୀ (୨୬) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା…

ପାରାଦୀପ ରିଫାଇନରୀ ଠାରେ ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

ପାରାଦୀପ/Upendra Guru : ପାରାଦୀପ ରିଫାଇନରୀ ଠାରେ ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । ଏହି ଅନ୍ତଃରାଷ୍ଟ୍ରୀୟ  ଯୋଗ ଦିବସ ଉତ୍ସାହ ଏବଂ ଆନ୍ତରିକତା ପୂର୍ବକ ପାରାଦିପ ରିଫାଇନରୀ ଟାଉନସିପ୍ ର କମ୍ୟୁନିଟ୍ ସେଣ୍ଟର ଠାରେ ସମସ୍ତ କର୍ମଚାରୀ ଓ କର୍ମଚାରୀ ପରିବାର ତଥା…

ସ୍ବେଛାସେବୀ  ସଫା କଲେ ହରିଶଙ୍କର ମନ୍ଦିରଭିତର ଆବର୍ଜ୍ଜନା 

‘ଉଇ କେନ’ ତରଫରୁ  ସ୍ୱଚ୍ଛ ହରିଶଙ୍କର କାର୍ଯ୍ୟକ୍ରମ   ବଲାଙ୍ଗିର(ନିରୋଜ ମିଶ୍ର)- ସ୍ୱେଚ୍ଛାସେବୀ ସଙ୍ଗଠନ ‘ଉଇ କେନ’ ତରଫରୁ ହରିଶଙ୍କର ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସମସ୍ତ ସଭ୍ୟ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ…

 ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଞ୍ଚଳ କାର୍ଯ୍ୟନିର୍ବାହୀ ବୈଠକ

ରାୟଗଡରୁ ସରୋଜ କୁମାର ସାହୁ :  ସ୍ଥାନୀୟ ବାଲୁଙ୍କେଶ୍ୱର ମଣ୍ଡପ ଠାରେ ଆଞ୍ଚଳିକ ସମ୍ପାଦକ ଅଶୋକ ପଟନାୟକଙ୍କ ଡ଼ାକରାରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଅଞ୍ଚଳ କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦକ୍ଷିଣାଅଞ୍ଚଳ ଉପ ସଭାପତି ହରିହର…

 ଉପନଗରପାଳ ଜିତେନ୍ଦ୍ରଙ୍କୁ ଗ୍ରୀନ ଫିଙ୍ଗର ନ୍ୟାସନ୍ୟାଲ ଆୱାର୍ଡ 

  କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ  ଶତବାର୍ଷିକୀ ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର୍ ସୋସିଆଲ ଆଣ୍ଡ କଲ୍ଚରାଲ ଏକ୍ସଲେନ୍ସ , ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାରିପଦା ସହୀଦ…

ସ୍କୁଲ ଦୂରର କଥା,  ଅଙ୍ଗନବାଡି କେନ୍ଦ୍ର ବି ନାହିଁ

ଅଙ୍ଗନବାଡିଗୃହ ନିର୍ମାଣ ଦାବୀ କୋରେଇ/ଜୟଶଙ୍କର ଦାଶ : କୋରେଇ ବ୍ଲକ୍ ଅର୍ନ୍ତଗତ ତଳଗଡ ପଂଚାୟତ ନୂଆଗଡ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିଲେ ହେଁ ଏପର୍ଯ୍ୟନ୍ତ ଏହାର ନିଜସ୍ୱ ଗୃହ ନିର୍ମାଣ ହୋଇପାରିନାହିଁ । ଗାଁ କୋଠା ଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢାଇବା…

ନାବାଳିକା ହତ୍ୟାର ନିରପେକ୍ଷ ସିବିଆଇ ତଦନ୍ତ ଦାବୀରେ ଅଭାବନୀୟ କାଣ୍ଡ

 ଦାବୀପତ୍ର ପ୍ରଦାନ କରିଥିବା କିନ୍ନର ସଂଘର ସଭାପତି ଓ ୫୦ ଜଣଙ୍କ ନାମରେ କେଶ୍ କଲା ପୋଲିସ୍   କୋରେଇ, (ଜୟଶଙ୍କର ଦାଶ) : କୋରେଇ ଥାନା ଅର୍ନ୍ତଗତ ସାଦକପୁର ପଂଚାୟତର ମହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନିତାର ମୃତ୍ୟୁ ପରେ ଗତକାଲି ଯାଜପୁର କିନ୍ନର ସଂଘ ଓ କୋରେଇର…