ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ଦି ବରଷେ
ଶିକ୍ଷା ବିଭାଗର ପାରିବା ପଣିଆ : ୧.୯ ବର୍ଷ ପରେ ମୃତ ଛାତ୍ରର ପରିବାରକୁ ମିଳିଲା ସରକାରଙ୍କ ଅନୁକମ୍ପା ରାଶି
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପାରିବା ପଣିଆକୁ ନେଇ ଜନସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏକ ବିଦ୍ୟାଳୟର ପାଚେରୀରେ ଲଗାଯାଇଥିବା…