ଦାମ ଶ୍ରୀଖଣ୍ଡି ଓ ସର୍କସର ଜୋକର : ଲେଖାଶ୍ରୀ
ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗତକାଲି ବିଜେପିକୁ ଏକ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବର୍ଷିଥିଲେ ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ଡ ଦାମୋଦର ରାଉତ । ସେ ଗୁଜୁରାଟ ମଧ୍ୟପ୍ରଦେଶ, ଝାରଖଣ୍ଡ , ଛଂତିଶଗଡ ଓ ଓଡିଶା ର ତୁଳନାତ୍ମକ ବିକାଶ ଚିତ୍ର ଦେଇ କିଛି ପ୍ରଶ୍ନ ପଚାରି…