ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ରଙ୍କ ପିଛା ଛାଡୁନି ବିବାଦ 

  କେବେ ଜାମଶୋଳା ଗେଟରେ ବେଆଇନ ବଟି ଆଦାୟ ତ ଏବେ ସହର ଛାତିରେ ସରକାରୀ ଜମି ହଡ଼ପ ବିବାଦ    ବାରିପଦା// dillip mohanty – ଭାରତୀୟ ଜନତା ପାର୍ଟିର ମୟୂରଭଞ୍ଜ ଜିଲା( ପୂର୍ବ) ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ସମୟ ବର୍ତମାନ ଭଲ ଚାଲି ନାହିଁ । ବିବାଦ ତାଙ୍କର ପିଛା ଛାଡ଼ୁ…

ବାଃ ବାଃ ରେ ମରିଯାଉଥିବା କଳାର ସୁରକ୍ଷା ପାଇଁ ଜୀବନ୍ତ ଉର୍ବର ବ୍ୟବସ୍ଥା 

ଅବଲୁପ୍ତ ଲୋକ କଳାର ପୁନରଦ୍ଧାର ପାଇଁ ଲୋକ ଉତ୍ସବ ଆୟୋଜନ ହୋଇଥିବା ବେଳେ ସ୍କୁଲ ପିଲାଙ୍କ ବ୍ୟାଣ୍ଡ ତାଳରେ ଲୋକଉତ୍ସଵର ସଚେତନତା ଶୋଭାଯାତ୍ରା !

ଭେଂଟିଲେଟରରୁ ବାହାରିଲା ଜଗା , କାଳିଆର ଭଲ ହେବାକୁ ଅପେକ୍ଷା 

  ଦିଲ୍ଲୀ ଯାଇ ଅବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ. ଭୁବନେଶ୍ୱର : ଜଗାବଳିଆଙ୍କ ସ୍ୱାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ପ୍ରଦୀପ ପ୍ରଜ୍ଜ୍ୱଳନ ଚାଲିଥିବା ବେଳେ ରାଜ୍ୟ ସରକାର ବିଶେଷଜ୍ଞଙ୍କ ସହ ଲଗାତାର ଯୋଗାଯୋଗରେ ରହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମନିଟର କରୁଛନ୍ତି  । ସବୁଠାରୁ…

ଆଲଲାଜୁକ ମୁହଁରେ ଖଡାଗଛ ଉଠିଲେ……

  କୋଉ ନୀତି ନୈତିକତା ରେ ଗେଣ୍ଡୁ ମାଳା ପକାଇ ଥାନାକୁ ଯାଉଥିଲେ ଗୋଲୋକ ବିହାରୀ !!!!! ଛତ୍ରପୁର ଥାନାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ହାଜର   ଭୁବନେଶ୍ୱର:  ଗୋଲକ ମହାପାତ୍ର ଜଣେ ଅଭିଯୁକ୍ତ ଆସାମୀ । ହତ୍ୟାକାରୀକୁ ସେ ପ୍ରତ୍ୟକ୍ଷ ଭାବେ ଲୁଚାଇ ରଖିବା ପାଇଁ ଶ୍ରୀ ମହାପାତ୍ର…

ଯୁବ ବିଜେଡି : କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା କମିଟି ପୁନର୍ଗଠିତ

  ଭୁବନେଶ୍ୱର:  ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି…

ଗାଇସିଲଟରେ ପ୍ରଦେଶ କଂଗ୍ରେସ କମିଟିର ଚାଷୀ ସମାବେଶ

  ମୃତ ଚାଷୀ ମାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ ସଭାପତିଭୁବନେଶ୍ୱର ତା ୦୧.୧୧- ବରଗଡ଼ ଜିଲାରେ ମରୁଡ଼ି ପରିସ୍ଥିତି ଉକôଟ ଅବସ୍ଥାରେ ଥିଲାବେଳେ ଏବଂ ତଦ୍ଜନିତ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଜେପୁର ନିର୍ବାଚନ…

ଢେ଼ଙ୍କାନାଳ ଏବଂ ଅନୁଗୁଳ ଠାରେ ଇନ୍ଦିରା ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା ୦୧.୧୧- ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଇନ୍ଦିରା ଜ୍ୟୋତି ଯାତ୍ରାର ଦ୍ୱିତୀୟ ଦିବସରେ ଇନ୍ଦିରା ଜ୍ୟୋତିକୁ ଆଜି ଢେ଼ଙ୍କାନାଳ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଢେ଼ଙ୍କାନାଳ ଜିଲା କଂଗ୍ରେସ କମିଟି ଇନ୍ଦିରା ଜ୍ୟୋତିକୁ ଏକ ଶୋଭାଯାତ୍ରାରେ ବାଇପାସ ସ୍ୱାଗତକରି ଢେ଼ଙ୍କାନାଳ…

ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ

  ବଲାଙ୍ଗିର-ତା.୩୧.୧୦.୧୭- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ବ୍ଲକ ଆବାହକ ନବୀନ କିଶୋର ନନ୍ଦ ଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦…

ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।

ପ୍ରଥମ ଦିନରେ ମୋଟ ୮ ଗାଡ଼ିରେ ୪୯ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କଲେ । ବାରିପଦା(୦୧/୧୧/୨୦୧୭)-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୧୭ ମଙ୍ଗଳବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ  ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ…

 ରାଜଭବନ ଆଗରେ ପିସିସି ଏସସି ଓ ଏସଟି ସେଲର  ଧାରଣା ୨ ରୁ

  କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ   ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ…