ମୁଣ୍ଡମାଳରେ ‘ଉଜ୍ଜ୍ୱଳା ଯୋଜନା’ରେ ଗ୍ୟାସ ବଣ୍ଟନ
ବ୍ୟାସନଗର/district correspondent Jayasankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ତରଫରୁ ବ୍ୟାସନଗର ମ୍ୟୁନିସପାଲିଟିର ୨୪ ନଂ. ୱାର୍ଡ ମୁଣ୍ଡମାଳର ହନୁମାନ ମନ୍ଦିରଠାରେ ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ରେ ମାଗଣାରେ ଗୁରୁବାର ଗ୍ୟାସ ବଂଟନ କରାଯାଇଛି । ଭା.ଜ.ପା…