ଭୋଟର ତାଲିକାରେ ନାମ ଯୋଡ଼ିବା ଓ ସଂଶୋଧନ ପ୍ରକ୍ରିୟା ୩୦ରେ ଶେଷ ହେବ
ବାରିପଦା/Dillip Mohanty - ଭାରତ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ କ୍ରମେ ସଠିକ୍ ଓ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜାତୀୟ ଭୋଟର ତାଲିକା -୨୦୧୮ ସଂଶୋଧନ ପ୍ରକ୍ରିୟା ଚଳିତ ନଭେମ୍ବର ୩୦ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀରେ ଚାଲୁ ରହିବ । ଉକ୍ତ…