ପୁରୀ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ସହାୟତା ଦାବି
କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
bhubaneswar/dinabandhu nayak : ପୁରୀ ଜିଲ୍ଲା ଏକ ଚାଷୀ ବହୁଳ ଅଞ୍ଚଳ । ଏହି ଜିଲ୍ଲାର ମୋଟ୍ ୧୧ଟି ବ୍ଳକ ଓ ୪ଟି ନଗରାଞ୍ଚଳର ପ୍ରାୟ ୧ଲକ୍ଷ ୮୦ ହଜାର ଚାଷୀ ପରିବାର ଚାଷ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ଧାନ, ପାନ,…