ପୁରେନା ପଂଚାୟତରେ ବିଜୁ ଯୁବ ବାହିନୀ ଗଠିତ

0

ପଦ୍ମପୁର(ନୀଳ ଦୀପ )-ଗତ ବୁଧବାର ଦିନ ରାଜବୋଡାସମ୍ବର ଅର୍ନ୍ତଗତ ପୁରେନା ଗ୍ରାମ ପଂଚାୟତରେ ବିଜୁ ଯୁବ ବାହିନୀ ଗଠିତ ହୋଇଯାଇଛି । ବ୍ଲକ ଯୁବ ସଂଯୋଜକ ମିହିର କାନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ପଂଚାୟତ କାର୍ଯ୍ୟାଳୟରେ  ଅନୁଷ୍ଠିତ  ଏକ ବୈଠକରେ ରାଜେଶ କୁମାର ତାଣ୍ଡିଙ୍କୁ ସଭାପତି, ପଦ୍ମନାଭ ବୁଡେକ ସଂପାଦକ, ହେମାନନ୍ଦ ସିର୍ଦ୍ଧାର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ବେଳେ ଭାସ୍କର ପ୍ରଧାନ, ଚନ୍ଦ୍ରକିଶୋର ଭୋଇ, ମୋହନ ଭୋଇ, ଦିନେଶ ତାଣ୍ଡି, ରୋହିତ ମୁଥାନି, ନରେନ୍ଦ୍ର ଧରୁଆ,ସୁଶାନ୍ତ ଧରୁଆ, ବେଦବର ଲୁହାର ପ୍ରମୁଖ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.