ବିଜେପିର ପିତାମ୍ବରଙ୍କ ପାଇଁ ବିଜେଡିର ଅସୀମ ବାଣ
ଆଗରୁ ବିଜେପିରେ ଯେଉଁ ମୁଖପାତ୍ର ଯେତେ ଭାସିଲେ ସେତେଟା ପ୍ରଭାବୀ ହେଉନଥିଲା । କେବଳ କେନ୍ଦ୍ରରେ ସରକାର, ବିଜ୍ଞାପନ ଲୋଭ ସର୍ବୋପରି ÷÷ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ବିଜେପିର ମୁଖପାତ୍ରମାନଙ୍କ ବୟାନବାଜୀ, ସାମ୍ବାଦିକ ସମ୍ମିଳନୀ ଓ ବିବୃତିକୁ ଗଣମାଧ୍ୟମ ଶଶୁର ଘରେ ଜ୍ୱାଇଁ…